ନେହା କକ୍କଡ଼ଙ୍କ ସମ୍ପର୍କରେ ଲାଗିଲା ବ୍ରେକ୍!, ମୁହଁ ଖୋଲିଲେ ସିଙ୍ଗର
ସିଙ୍ଗର ନେହା କକ୍କଡ ଏବେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କାମ ଏବଂ ସମ୍ପର୍କକୁ ନେଇ ଏକ ଭାବପ୍ରବଣ ପୋଷ୍ଟ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ପରେ ତାଙ୍କ ଛାଡ଼ପତ୍ରକୁ ନେଇ ଏକ ଗୁଜବ ଖବର ଚର୍ଚ୍ଚା ସୃଷ୍ଟି କରିଥିଲା । ଯାହାକୁ ସେ ଏବେ ଖଣ୍ଡନ କରି ଏହାର କାରଣ ସ୍ପଷ୍ଟ କରିଛନ୍ତି…