ରିଲିଜ ହେଲା ଅପକମିଂ ଫିଲ୍ମ ‘ଜବରିୟା ଯୋଡି’ର ନୂଆ ଗୀତ

ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ଜବରିୟା ଯୋଡି’ର ନୂଆ ଗୀତ। ଗୀତକୁ ଗାଇବା ସହ କମ୍ପୋଜ କରିଛନ୍ତି ସଚେତ ଟଣ୍ଡନ ଓ ପରମ୍ପରା ଠାକୁର। ଲିରିକ୍ସ ଲେଖିଛନ୍ତି ସିଦ୍ଧାର୍ଥ ଓ ଗରିମା। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ । ଫିଲ୍ମରେ ସିଦ୍ଧାର୍ଥ ଓ ପରିଣୀତିଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା , ସଞ୍ଜୟ ମିଶ୍ର, ଜାଭେଦ ଜାଫରୀ, ଚନ୍ଦନ ରୟେ, ଗୋପାଲ ରୟେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.