ପିଙ୍କ୍ ମୋନୋକିନିରେ ବୋଲ୍ଡ ଫଟୋ ସେୟାର କରି ସମୁଦ୍ରରେ ନିଆଁ ଲଗାଇଲେ ନିଆ

ଟିଭି ଇଣ୍ଡଷ୍ଟ୍ରୀର ହଟ୍ ଏବଂ ସେକ୍ସି ବୋହୂ ତଥା ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜ ବୋଲ୍ଡ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ସୋସିଆଲ ମିଡିଆରେ ନିଜର କିଛି ନୂଆ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ୍ ହେଉଛି। ନିଆଙ୍କ ଏହି ଫଟୋକୁ ଜୋରସୋରରେ ଲାଇକ୍ ଏବଂ ସେୟାର କରାଯାଉଛି।

ଫଟୋରେ ନିଆ ଶର୍ମା ପିଙ୍କ୍ ମୋନୋକିନି ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋ ସମୁଦ୍ରରେ ନିଆଁ ଲଗାଇଦେଇଛି। ଫଟୋ ଦେଖି ଫ୍ଯାନ୍ ମଧ୍ୟ ପାଗଳ ହୋଇଯାଉଛନ୍ତି। ନିଆଙ୍କ ଏହିସବୁ ଫଟୋକୁ ଫ୍ଯାନ ଲାଇକ ଏବଂ କମେଣ୍ଟ ଦେବାରେ ଲାଗିପଡିଛନ୍ତି। ତାଙ୍କର ଏହି ଫଟୋ ଗୋଆ ବିଚ୍‌ରେ ସୁଟିଂ ହୋଇଛି । ଯେଉଁଠି ସେ ନିଜ ଓ୍ବେବ୍ ସିରିଜର ସୁଟିଂ କରୁଛନ୍ତି। ଫଟୋଗୁଡ଼ିକରେ ନିଆ ବୋଲ୍ଡ ଅନ୍ଦାଜରେ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହା ପୂର୍ବରୁ ନିଆ ନିଜର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଗୋଆ ବିଚ୍‌ରେ ପିଙ୍କ୍ ବିକିନି ପିନ୍ଧି ମସ୍ତି କରୁଥିବା ନଜର ଆସିଛନ୍ତି।

nia sharma

ନିଆ ଶର୍ମା ନିକଟରେ ଅଭିନେତା ରବି ଦୁବେଙ୍କ ସହ ଗ୍ଲାମରସ୍ ଏବଂ ରୋମାଣ୍ଟିକ୍ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିଲେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ନିୟା ଶର୍ମା ଏବଂ ଅଭିନେତା ରବି ଦୁବେ ଖୁବ୍ ଶୀଘ୍ର ଜମାଇ ରାଜା ଶୋ ୨.୦ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.