Below header

‘କୋକା କୋଲା ତୁ’ ଗୀତରେ ସେକ୍ସି ଡ୍ୟାନ୍ସ କଲେ ନିୟା ଶର୍ମା, ପତଳା ଅଣ୍ଟା ଦେଖାଇ ଫ୍ୟାନ୍‌ଙ୍କୁ କଲେ ପାଗଳ

ଟିଭି ଅଭିନେତ୍ରୀ ନିୟା ଶର୍ମା କେବଳ ନିଜ ଆକ୍ଟିଙ୍ଗ୍‌ ପାଇଁ ନୁହେଁ, ବରଂ ନିଜ ସୁନ୍ଦରତା ପାଇଁ ଖୁବ୍‌ ଲୋକପ୍ରିୟ। ନିୟା ଯୁବଗୋଷ୍ଠୀଙ୍କ ମଧ୍ୟରେ ବହୁତ ପପୁଲାର୍‌। ଫ୍ୟାଶନ ଇଣ୍ଡଷ୍ଟ୍ରି କଥା ଯଦି ଉଠେ, ତା’ହେଲେ ନିୟାଙ୍କ ନାଁ ସବୁଠାରୁ ଆଗରେ ଆସେ। ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ମହିଳା ବୋଲି କୁହାଯାଏ।

ଏବେ ଏବେ ନିୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛାଇଯାଇଛି, ଯେଉଁଥିରେ ସେ ‘କୋକା କୋଲା ତୁ’ ଗୀତରେ ସେକ୍ସି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଲାଲ୍‌ ରଙ୍ଗର ଶିମର ଡ୍ରେସ୍‌ ପିନ୍ଧି ନିୟା ଖୁବ୍‌ ହଟ୍‌ ଲୁକ୍‌ ଦେଇଛନ୍ତି। ଗୀତ ଦେଖି ଲାଗୁଛି ଏହା କୌଣସି ଏକ ଶୁଟିଂ ସିନ୍‌।

 

View this post on Instagram

 

When you get to the Stairs, Step your game up!

A post shared by Nia Sharma (@niasharma90) on

ବିଟାଉନ୍‌ରେ ନିୟା ଖୁବ୍‌ ଫେମସ୍‌। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ୨୪ ମିଲିୟନ୍‌ ଲୋକ ଫଲୋ କରୁଛନ୍ତି।

 

View this post on Instagram

 

Who be Bad with so much Red! #ZRA2019 @zeetv

A post shared by Nia Sharma (@niasharma90) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.