Below header

ସୁଶାନ୍ତଙ୍କ ପାଇଁ ଶୋକରେ ବୁଡ଼ିଲା ସାରା ବଲିଉଡ୍‌, ମୋଦି ବି କଲେ ଟ୍ଵିଟ୍‌

ସୁଶାନ୍ତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ର ସବୁ ଛୋଟ ବଡ଼ ଷ୍ଟାର୍‌ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଭଳି ଜଣେ ଉଦୀୟମାନ ତାରକାଙ୍କ ମୃତ୍ୟୁ ସମସ୍ତଙ୍କୁ ବାଧିଛି ।

ଆସନ୍ତୁ ନଜର ପକାଇବା ଏମାନଙ୍କ ଟ୍ଵିଟ୍‌ ଉପରେ ।

KAREENA

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.