କେବଳ ଭାରତ ନୁହେଁ ଏହି ଦେଶରେ ମଧ୍ୟ ରିଲିଜ ହେବ ଫିଲ୍ମ ‘ରାଧେ’, ସଲମାନ କଲେ ଘୋଷଣା

ଭାଇଜାନଙ୍କ ଫ୍ଯାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଇଦ୍ ଆସିବାକୁ ଯାଉଛି ସଲମାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’। ଏହା ମେ ୧୩ ତାରିଖରେ ରିଲିଜ ହେବ। କେବଳ ଭାରତରେ ନୁହେଁ ବରଂ ଏହା ୟୁଏଇରେ ରିଲିଜ ହେବ ବୋଲି ସଲମାନ ଘୋଷଣା କରିଛନ୍ତି। ଯାହା ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।

 

View this post on Instagram

 

A post shared by Salman Khan (@beingsalmankhan)

ଆଉ ଏହାକୁ ନେଇ ସଲମାନ ନିଜ ଟ୍ବିଟର ପେଜରେ ସୂଚନା ଦେଇଛନ୍ତି। ଏହାସହିତ ସଲମାନ ଫିଲ୍ମର ପୋଷ୍ଟର ଟ୍ବିଟ୍ ମଧ୍ୟ କରିଛନ୍ତି। ଏହି ପୋଷ୍ଟରରେ ସଲମାନ ଆକ୍ସନ ଅବତାରରେ ନଜର ଆସିଛନ୍ତି। ତେବେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.