ସୋସିଆଲ ମିଡିଆ ବ୍ଲାଷ୍ଟ କରୁଛି ସ୍ୱପ୍ନାଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓ, ଆପଣ ବି ଦେଖନ୍ତୁ

ହରିୟାଣୀ ଡ୍ୟାନସର ସପନା ଚୌଧୁରୀ ରିୟଲିଟୀ ଟିଭି ଷ୍ଟାର ଏବଂ ବଲିଉଡ୍ ଅଭିନେତ୍ରୀ ହେବା ପରେ ମଧ୍ୟ ଡ୍ୟାନ୍ସ ଶୋ’ରେ ଆଜି ବି ନଜର ଆସୁଛନ୍ତି। ସାଲୱାର ସୁଟରେ ଡ୍ୟାନ୍ସ କରୁଥିବା ସପନାଙ୍କ ଦେଶୀ ଷ୍ଟାଇଲ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ସପନାଙ୍କ ଡ୍ୟାନ୍ସରେ କିଛି ଏମିତି ଖାସ ଅଛି ଯେ ସମସ୍ତଙ୍କୁ ମତୁଆଲା କରିଦେଇଥାଏ। ପ୍ରାୟ ସମୟରେ ସପନାଙ୍କର ଅନେକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ।

ପ୍ରାୟ ସମୟରେ କୌଣସି ନା କୌଣସି ଭିଡିଓ ଭାଇରାଲ ହୋଇଥାଏ। ବିବାହ ସମାରୋହ ହେଉ କିମ୍ବା ଛୋଟ ସମାରୋହ ସପନା ଚୌଧୁରୀଙ୍କ ଡ୍ୟାନ୍ସ ବିନା ପୂରା ହୋଇନଥାଏ। ନିକଟରେ ସ୍ୱପ୍ନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସ୍ୱପ୍ନା ଏହି ଭିଡିଓରେ ‘କିଡନାପ ହୋ ଯାଓ୍ଵଗେ’ ଗୀତରେ ଜବରଦସ୍ତ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସପନା ଚୌଧୁରୀ ନିଜ ଡ୍ୟାନ୍ସ ସହିତ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି ଆଉ ବହୁତ ଚର୍ଚ୍ଚାରେ ବି ରୁହନ୍ତି। ସେ ଫ୍ୟାନ୍ସଙ୍କ ସହିତ ଅନେକ ଗ୍ଲାମରସ୍‌ ଫଟୋସୁଟ ମଧ୍ୟ ସେୟାର କରନ୍ତି। ସେହିପରି ସ୍ୱପ୍ନାଙ୍କର ଡ୍ୟାନ୍ସ ଭିଡିଓକୁ ୟୁଟ୍ୟୁବରେ ଖୁବ୍‌ ପସନ୍ଦ କରନ୍ତି ଲୋକେ।

video courtesy : Tashan Haryanvi

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.