ସପନା ଚୈାଧୁରୀଙ୍କ ଜବରଦସ୍ତ ନାଚ ଦେଖି ପ୍ରଶଂସକ ହେଲେ ଘାଏଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ହରିୟାଣବୀ ନୃତ୍ୟାଙ୍ଗନା ଓ ଗାୟକ ସପନା ଚୈାଧୁରୀ ତାଙ୍କର ଜବରଦସ୍ତ ନାଚ ପାଇଁ ସୋସିଆଲ୍‌ ମିଡିଆରେ ବେଶ୍‌ ପ୍ରଶଂସିତ । ସପନା ଯେତେବେଳେ ମଞ୍ଚରେ ନୃତ୍ୟ ଆରମ୍ଭ କରନ୍ତି ତାଙ୍କର ପ୍ରଶଂସକଙ୍କୁ ବେହୋସ କରିଦିଅନ୍ତି । ଆଜିକାଲି ସପନାଙ୍କ ନୃତ୍ୟ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

 

swapna

ଏବେ ପୁଣି ତାଙ୍କର ଏକ ନୃତ୍ୟ ଭିଡିଓ ୟୁଟୁବ୍‌ରେ ହଙ୍ଗାମା ସୃଷ୍ଟି କରିଛି । ଏହି ଭିଡିଓରେ ସପନା ଚୈାଧୁରୀ ହରିୟାଣାବି ଗାନା ‘ଘୁଙ୍ଗଟ କାଢ଼ କେ ଚାନ୍ଦ’ରେ କମାଲ୍‌ ନୃତ୍ୟ କରିଥିବା ଦେଖିବାକୁ ମିଳିଛନ୍ତି । ଏହି ନୃତ୍ୟ ଭିଡିଓକୁ ଏବେ ୟୁଟୁବ୍‌ରେ ବହୁତ ପସନ୍ଦ କରିଛନ୍ତି ଦର୍ଶକ । ଦେଖନ୍ତୁ ସପନା ଚୈାଧୁରୀଙ୍କ ଏହି ଜବରଦସ୍ତ ନୃତ୍ୟ ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.