Below header

ବଲିଉଡର ଏହି ୧୦ କଳାକାର ଯିଏ ଦେଖିବାକୁ ଏକଦମ୍‌ କାର୍ବନ କପି, ଫଟୋ ଦେଖିଲେ ବି ହେବନି ବିଶ୍ୱାସ

ବଲିଉଡରେ ବହୁତ ତାରକା ଏମିତି ଅଛନ୍ତି ଯେଉଁମାନେ ଅବିକଳ ଏକା ଭଳି ଦେଖାଯାନ୍ତି। ଏମାନଙ୍କ ଚେହେରା ଏତେ ମିଶିଯାଏ ଯେ ଟ୍ଵିନ୍ସ ଲାଗନ୍ତି। ଆପଣ ବି ଏମାନଙ୍କୁ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

bhartiଭାରତୀ ଜଣେ ଚର୍ଚ୍ଚିତ ଷ୍ଟାଣ୍ଡ-ଅପ୍‌-କମେଡିଆନ ଏବଂ ଅନେକ ହାସ୍ୟାତ୍ମକ ଶୋରେ ତାଙ୍କୁ ଦେଖିବାକୁ ମିଳିଥାଏ।

aliଅଲୀ ଜଫର ଜଣେ ସିଙ୍ଗର ଏବଂ ସେ ଅନେକ ତରୁଣୀଙ୍କ ହ୍ରୁଦୟରେ ରାଜ କରନ୍ତି, ତାଙ୍କ ଭାଇ ମଧ୍ୟ କିଛି କମ୍‌ ନୁହଁନ୍ତି।

anilଅନିଲ କପୁରଜଣେ ହିଟ୍‌ ଅଭିନେତା ଏବଂ ତାଙ୍କ ଭାଇ ସଞ୍ଜୟ ମଧ୍ୟ ଅନେକ ଫିଲ୍ମରେ ନିଜ ଭାଗ୍ୟକୁ ଚମକାଇଛନ୍ତି। କିନ୍ତୁ ଅନିଲଙ୍କ ଭଳି ସେ ବିଶେଷ କିଛି କମାଲ କରିପାରିନାହାନ୍ତି। କିନ୍ତୁ ଦେଖିବାକୁ ଏକଦମ୍‌ ଏକା ଭଳି।

silpaଶିଳ୍ପା ସେଟ୍ଟୀ ନିଜ ଅଭିନୟର ଜାଦୁରେ ସମସ୍ତଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବାବେଳେ ସମିତା କିଛି ନିଜର ପ୍ରତିଭା ଦେଖାଇପାରିଲେନି। କିନ୍ତୁ ଦୁହିଁଙ୍କ ଫିଗର ଏବଂ ଫେସ୍‌ ଏକଦମ୍‌ ସେମ୍‌।

skyଏତେ ଚେହେରା ମିଶୁଛି ଯେ ଆପଣ ବି ଧୋକା ଖାଇଯିବେ। ଏଥିରେ ଦୁହେଁ ଏକାଭଳି ସାର୍ଟ ମଧ୍ୟ ପିନ୍ଧିଛନ୍ତି।

anupamଅନୁପମ୍‌ ଜଣେ ଜଣାଶୁଣା ଅଭିନେତା। ତାଙ୍କ ଭାଇ ରାଜୁ ମଧ୍ୟ କିଛି ଫିଲ୍ମରେ ନିଜର ଅଭିନୟର ଜାଦୁ ଦେଖାଇଛନ୍ତି। ଏହି ଦୁଇ ଦେଖିବାକୁ ପୂରାପୂରି ସମାନ।

saaraଏମାନେ ବଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ ଯୋଡି ଏବଂ ଏମାନେ ଏକାଭଳି ଦେଖାଯିବାକୁ ନେଇ ଅନେକ ଲୋକ ଏମାନଙ୍କୁ ମଜାକ କରନ୍ତି।ଏମାନଙ୍କୁ ଅନେକ ଥର ରିୟଲିଟି ଶୋରେ ସାଙ୍ଗରେ ଦେଖିବାକୁ ମିଳିଥାଏ। ଏମାନଙ୍କର ଚେହେରା ଯେମିତି ଏକାଭଳି ପ୍ରଫେସନ୍‌ ମଧ୍ୟ ଏକା।

kanganaକଙ୍ଗନା ଜଣେ ସେଲ୍ଫ-ମେଡ-ଷ୍ଟାର। ସେ ଅନେକ ଇଭେଣ୍ଟରେ ନିଜର ଭଉଣୀ ବିଷୟରେ କହିଛନ୍ତି। ଦୁହେଁ ହିଁ ଦେଖିବାକୁ ଅବିକଳ ଏକାଭଳି।

krutiକ୍ରୁତିଙ୍କୁ ନିକଟରେ ଅନେକ ଫିଲ୍ମରେ ନଜର ଆସିସାରିଛନ୍ତି। ସେ ଜଣେ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ଏବଂ ତାଙ୍କ ଭଉଣୀ ମଧ୍ୟ ତାଙ୍କ ଭଳି ବହୁତ ସୁନ୍ଦର ଦେଖିବାକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.