ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ମୁକାବିଲା ପାଇଁ ଉଭୟ ଦଳ ପ୍ରସ୍ତୁତ

କେନ୍ୟୁଜ୍ : ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । ଇନ୍ଦୋର ମୁକାବିଲା ପାଇଁ ଉଭୟ ଦଳ ଝାଳ ବୁହା ଅଭ୍ୟାସ କରିଛନ୍ତି । ରବିବାର ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ବର୍ଷାରେ ଧୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.