ସୁପରଷ୍ଟାର ପ୍ରଭାସଙ୍କୁ ଚାପୁଡ଼ା ମାରିଲେ ଯୁବତୀ, ଯାହାପରେ ବାହୁବଳୀ କଲେ ଏପରି ଦେଖନ୍ତୁ ଭିଡିଓ

ଟିକଟକରେ ଆଜିବି ଅନେକ ଭିଡିଓ ଭାଇରଲ ହେଉଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ରିୟାଲିଟି ଶୋ ବିଗବସରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରି ୟୁଟ୍ୟୁବର ହିନ୍ଦୁସ୍ତାନୀ ଭାଓ ସମସ୍ତଙ୍କର ମନ ଜିତି ସାରିଛନ୍ତି । ବର୍ତ୍ତମାନ ସେ ଲୋକଙ୍କୁ ଖୁବ ଏଣ୍ଟରଟେନ କରାଉଛନ୍ତି । ତାଙ୍କୁ ବିଗବସ ସିଜିନ୍13 ର ସବୁଠାରୁ ଦକ୍ଷ ପ୍ରତିଯୋଗୀ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ହିନ୍ଦୁସ୍ତାନୀ ଭାଓ ବଲିଉଡ଼ ଷ୍ଟାର ସଞ୍ଜୟ ଦତ୍ତଙ୍କର ଫ୍ୟାନ ଅଟନ୍ତି ଏବଂ ସେ ସବୁବେଳେ ତାଙ୍କ ଷ୍ଟାଇଲରେ ହିଁ ରହିଥାନ୍ତି ।

ଏହାସହ ପଢନ୍ତୁ ବାପା ମହେଶ ଭଟ୍ଟ କହିଲେ ଆଲିଆ ଓ ରଣବୀରଙ୍କ ବାହାଘର ହେବ, ହେଲେ କେବେ ଜାଣି ନାହିଁ

ନିକଟରେ ଆଉ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ପ୍ରଭାସ ତାଙ୍କର ଏକ ଫ୍ୟାନ ସହିତ ଫଟୋ କ୍ଲିକ କରୁଛନ୍ତି । ଆଉ ତାପରେ ଫ୍ୟାନ ଜଣକ ଫଟୋ କ୍ଲିକ କରିବା ପରେ ଟଙ୍କା ଗାଲରେ ହାତ ବଜାଇ ଚାଲି ଯାଉଛନ୍ତି । ଏହାପରେ ବାହୁବଳୀ ଷ୍ଟାର ପ୍ରଭାସ ଯେଉଁ ରିଆକ୍ସନ ଦେଉଛନ୍ତି ତାହା ଦେଖିବା ଭଳି ହୋଇଛି । ଏବେ ଟିକଟକ ଟ୍ରେଣ୍ଡିଙ୍ଗରୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଭିଡିଓ ..

ହିନ୍ଦୁସ୍ତାନୀ ଭାଓ ଟିକଟକରେ କଲେ ଧମାଲ

ମାଧୁରୀ ଦୀକ୍ଷିତଙ୍କ ଟିକଟକରେ ଏକ ଦୋ ତିନ…ଗୀତରେ ଧମାକାଦାର ଡ୍ୟାନ୍ସ

ସଲମାନ ଖାନଙ୍କ ଆକ୍ଟିଙ୍ଗ କରୁଛନ୍ତି ଯୁବକ ଯାହାକୁ ଦେଖି ଦୌଡ଼ି ପଳାଉଛନ୍ତି ଯୁବତୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.