ଦୀପିକା ପାଦୁକୋନ କ୍ୟାଟ୍ରିନା କୈଫଙ୍କୁ ନିଜ ବିବାହରେ ଡାକିଲା ପରେ ଜାଣନ୍ତୁ କ’ଣ ହେଲା?

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫଙ୍କ ସଂପର୍କ ଏତେ ଭଲ ନଥିବାର ଦେଖାଯାଏ । ଏହାର କାରଣ କିଛି ଜଣ ରଣବୀର କପୁରଙ୍କୁ କହୁଛନ୍ତି। କାରଣ ଏହି ୨ ଅଭିନେତ୍ରୀ ରଣବୀର କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡସ ଥିଲେ । ଖବର ଅନୁଯାୟୀ ବଲିଉଡ଼ରେ ରଣବୀର କପୁରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ଦୀପିକା ପାଦୁକୋନ ଥିଲେ ।

ଏହାପରେ ଏ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ଯାହାର କାରଣ କ୍ୟାଟ୍ରିନା କୈଫଙ୍କୁ ମନାଯାଉଥିଲା । ସୂଚନା ଅନୁଯାୟୀ ଦୀପିକାଙ୍କ ସହ ରିଲେସନରେ ରହି ମଧ୍ୟ ରଣବୀର କ୍ୟାଟ୍ରିନାଙ୍କୁ ସିିକ୍ରେଟ ଭାବେ ଡେଟ କରୁଥିଲେ । ଏହା କାରଣରୁ ରଣବୀର ଓ ଦୀପିକାଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା ।

8
pc: The statesman

ଏକ ଇଣ୍ଟରଭ୍ୟୁରେ ଦୀପିିକା କ୍ୟାଟ୍ରିନାଙ୍କୁ ବିବାହରେ ଡାକିବାର କାରଣ କହିଥିଲେ ଯେ, ”ସେ କ୍ୟାଟ୍ରିନାଙ୍‌କ ସହ ପ୍ୟାଚଅପ କରିସାରିଛନ୍ତି । ସେ କ୍ୟାଟ୍ରିନାଙ୍କ ଫ୍ୟାନ ମାନଙ୍କ ମଧ୍ୟରୁ ଜଣେ । ଖୁବ କମ ସମୟରେ ସେ ବହୁତ ଭଲ କାମ କରିଛନ୍ତି । ତେଣୁ ମୁଁ ତାଙ୍କର ବହୁତ ସମ୍ମାନ କରେ ।”

ତେବେ କହିଦେବାକୁ ଚାହୁଁ ଯେ, ଦୀପିକା ଓ ରଣବୀରଙ୍କ ବିବାହ ୧୪ ନଭେମ୍ବର ୨୦୧୮ରେ ହୋଇଥିଲା । ଏହି ବିବାହରେ କ୍ୟାଟ୍ରିନା କୈଫଙ୍କ ସହ ରଣବୀରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅନୁଷ୍କା ଶର୍ମା ମଧ୍ୟ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.