Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆଜିର ଦିନଟି ଅତ୍ଯନ୍ତ ଶୁଭ । ବଡ଼ ଧରଣର ପଦବୀ କିମ୍ବା ପୁରସ୍କାର ମିଳିପାରେ ।

https://www.youtube.com/watch?v=DHHz_BgDESY

ବୃଷ : ପିଲାମାନେ ସଫଳତା ପାଇପାରନ୍ତି । ଘରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ ।

https://www.youtube.com/watch?v=rM6XyNoTBKs

ମିଥୁନ : ବିଦ୍ଯାର୍ଥୀ ମାନଙ୍କ ପାଇଁ ମଙ୍ଗଳମୟ ରହିବ ଦିନଟି । ଅନେକ ସୁଯୋଗ ପାଇବେ ।

https://www.youtube.com/watch?v=HeQh31dee5g

କର୍କଟ : ଘରେ ସମ୍ବେଦନଶୀଳ ବାତାବରଣ ସୃଷ୍ଟି ହୋଇପାରେ । ଛୋଟ କିମ୍ବା ଭିତ୍ତିହୀନ କଥାକୁ ନେଇ ବିବାଦର ସମ୍ମୁଖୀନ ହୋଇପାରନ୍ତି ।

https://www.youtube.com/watch?v=PT3IABUb3SE

ସିଂହ : ଆଜି ଦିନଟି ଅତ୍ଯନ୍ତ ଶୁଭ । ନିଜ ପ୍ରତିଭାକୁ ବିକାଶ କରିବା ପାଇଁ ସୁଯୋଗ ପାଇବେ ।

https://www.youtube.com/watch?v=q9iqd7YTGoo

କନ୍ଯା : ଶୁଭ ଖବର ପାଇପାରନ୍ତି । ଘରେ ଚାଲିଥିବା ତିକ୍ତତା ଦୂର ହେବ ।

https://www.youtube.com/watch?v=xCDpbdzaFXs

ତୁଳା : ଅଯଥା ଭ୍ରମଣ କରିବାକୁ ପଡିପାରେ । ବିଦ୍ଯାର୍ଥୀ ମାନଙ୍କ ପାଇ ଦିନଟି ଭଲ ରହିବ ।

https://www.youtube.com/watch?v=b3aVVoOSRuk

ବିଛା : କାନ କିମ୍ବା ଗଳାରେ କିଛି ଆଘାତ ପାଇପାରନ୍ତି ।

https://www.youtube.com/watch?v=b_q3fNB64aw

ଧନୁ : ଦାମ୍ପତ୍ଯ ଜୀବନରେ କିଛି ସମସ୍ଯା ଦେଖାଦେଇପାରେ । ଗାଡି କିଣିବା ପାଇଁ ଉତ୍ତମ ଦିନ ।

https://www.youtube.com/watch?v=aeP0bVobtPE

ମକର : ଦୀର୍ଘ ଦିନରୁ ଅଟକି ଥିବା କାମ ପୁରା ହେବ ।

https://www.youtube.com/watch?v=PRAnvBK7WdY

କୁମ୍ଭ : ଦିନଟି ଭଲରେ କଟିବ । ପ୍ରେମିକ – ପ୍ରେମିକା ଏବଂ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ।

https://www.youtube.com/watch?v=mNevjoH0Awc

ମୀନ : ଭାଇ ଭାଇ ମଧ୍ୟରେ ଚାଲିଥିବା ତିକ୍ତତା ଦୂର ହେବ ।

https://www.youtube.com/watch?v=1JtHdjyRsjU

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.