ଜାଣନ୍ତୁ ଆଜିର ଭାଗ୍ୟ
ମେଷ : କଳଳହରୁ ଦୂରେଇ ରୁହନ୍ତୁ। ସରକାରୀ କାର୍ଯ୍ୟ ପାଇଁ ଧର୍ଯ୍ୟର ସହ ଅପେକ୍ଷା କରନ୍ତୁ।
ବୃଷ : ଆଜି ଆପଣ ସ୍ବଭାଗ୍ୟ ଏବଂ ସାହାସ ବଳରେ ସଫଳତା ପ୍ରାପ୍ତ କରିପାରିବେ। ସର୍ବଦା ବିଶ୍ବାସ ସହ ଆଗକୁ ବଢିଲେ ଆପଣ ନିଜର ଲକ୍ଷ୍ୟ ହାସଲ କରିପାରିବେ।
ମିଥୁନ : ଆଜି ଆପଣଙ୍କ ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ। ଆଜି ସବୁକିଛି କାର୍ଯ୍ୟ ଆପଣଙ୍କ ଇଛା ଅନୁସାରେ ହେବ।
କର୍କଟ : ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ଗୁରୁଜନଙ୍କ ସହଯୋଗ ମିଳିବ । ସୁସ୍ୱାଦୁ ଭୋଜନ କରିବେ।
ସିଂହ : ଆଜି ଆପଣ ନିଜର ଜୀବନକୁ ବଦଳାଇବା ପାଇଁ ଚାହିଁବେ। ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।
କନ୍ୟା : ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।
ତୁଳା : ଆଜି ଆପଣ ନି ଘରେ କିମ୍ବା କାର୍ଯ୍ୟାଳୟରେ ଲୋକମାନଙ୍କ ପାଇଁ ଭାଗ୍ୟଶାଳୀ ବିବେଚିତ ହେବେ।
ବିଛା : ଭାବିଚିନ୍ତି ଧନ ନିବେଶ କରନ୍ତୁ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।
ଧନୁ : ଧନଲାଭ ଯୋଗ ରହିଛି । ପରିବାରରେ ମନ ମିଳାଇ ଚଳନ୍ତୁ । ପୁରୁଣା କଥାକୁ ନେଇ ଚିନ୍ତିତ ହେବେ ।
ମକର : ଆଜି ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। କ୍ରୋଧିତ ନହୋଇ ଶାନ୍ତରେ କାମ କରନ୍ତୁ।
କୁମ୍ଭ : ଆଜି ଆପଣ ନିଜ ଜୀବନର ଅନେକ କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଚାହିଁବେ। ଆପଣଙ୍କ ମନ ଯାହା ଚାହୁଁଛି ତାହା କରନ୍ତୁ।
ମୀନ : ଆଜି ଆପଣ ନିଜର ଖରାପ ଅଭ୍ୟାସକୁ ଛାଡି ଭଲ ଅଭ୍ୟାସକୁ ଆପଣାଇ ପାରନ୍ତି। ସଫଳତା ହାସଲ କରିବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ।