ଜାଣନ୍ତୁ ଆଜିର ଭାଗ୍ୟ

mesha

ମେଷ : ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ଗୁରୁଜନଙ୍କ ସହଯୋଗ ମିଳିବ । ସୁସ୍ୱାଦୁ ଭୋଜନ କରିବେ ।

brushaବୃଷ : ବିଦେଶ ଯାତ୍ରା ସଫଳ ହେବ । ପରିବାରର ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ବିଜୟ ଲାଭ କରିବେ ।

mithunaମିଥୁନ : ଧନ ଲାଭ ହେବା ସହ ମାନ ସମ୍ମାନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

karkataକର୍କଟ : ସୁସ୍ୱାଦୁ ଭୋଜନ କରିବେ । ଅହଙ୍କାର ତ୍ୟାଗ କରନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

singhaସିଂହ : ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ମନ ଆୟତ୍ତରେ ରଖନ୍ତୁ । ସନ୍ଦେହ ଭାବ ତ୍ୟାଗ କରନ୍ତୁ ।

kanyaକନ୍ୟା : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

tulaaତୁଳା : କର୍ମକ୍ଷେତ୍ରର ସଫଳତା ମିଳିବ । ସୁସ୍ୱାଦୁ ଭୋଜନ କରିବେ । ସନ୍ଦେହ ଭାବ ତ୍ୟାଗ କରନ୍ତୁ । ଆଜି ଦିନଟି ଭଲରେ କଟିବ ।

bichhaବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ ।

dhanuଧନୁ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

makaraମକର : ପାରିବାରିକ ସମସ୍ୟା ଦୂର ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

kumbhaକୁମ୍ଭ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ପରିବାରର ସହଯୋଗ ମିଳିବ ।

minaମୀନ : ବେପାର ବାଣିଜ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.