Below header

ଆଜି ଆପଣଙ୍କ ଭାଗ୍ଯ !

ମେଷ : ଦୂର ଯାତ୍ରା କରିପାରନ୍ତି କିମ୍ବା ତୀର୍ଥ ଭ୍ରମଣ କରିପାରନ୍ତି ।

https://www.youtube.com/watch?v=7comwnB8Olg

ବୃଷ: ଆଜି ବହୁତ ଖୁସିରେ କଟିବ ଦିନ । ପାରିବାରିକ ଜୀବନ ସୁଖମୟ ହେବ ।

https://www.youtube.com/watch?v=GOwoMIGHzLw

ମିଥୁନ : ପାରିବାରିକ ବାତାବରଣ ଅତି ସୁନ୍ଦର ରହିବ । ପତୀ ପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହେବ । ପ୍ରେମୀଯୁଗଳଙ୍କ ପାଇଁ ସୁଖବର ଆସିପାରେ ।

https://www.youtube.com/watch?v=S8hwQ138FMY

କର୍କଟ : ଦିନଟି ବେଶୀ ଭଲରେ କଟିବ ନାହିଁ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।

https://www.youtube.com/watch?v=q7PrPiqbI54

ସିଂହ : ଦିନଟି ବହୁତ ଭଲରେ କଟିବ ।

https://www.youtube.com/watch?v=f3Tn1L-YASI

କନ୍ଯା : ମନରେ ଦ୍ବନ୍ଦ ଦେଖାହେବ । ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନେବାରେ ସଫଳ ହୋଇନପାରନ୍ତି । ଦାମ୍ପତ୍ଯ ଜୀବନରେ କଳହ ଦେଖାଦେଇପାରେ ।

https://www.youtube.com/watch?v=IHZMJYQ23gs

ତୁଳା : ଅଯଥା କଥାକୁ ନେଇ ମତାନ୍ତର ଦେଖାଦେଇପାରେ । ଧଳା ରଙ୍ଗର କପଡା ପରିଧାନ କରନ୍ତୁ ।

https://www.youtube.com/watch?v=po0Cx4nCMQc

ବିଛା : ପେଟ ଏବଂ ହଜମ ଜନିତ ସମସ୍ଯାରେ ପୀଡିତ ହୋଇପାରନ୍ତି ।

https://www.youtube.com/watch?v=jmG0_v9n9RI

ଧନୁ : ପରିବାରରେ ଥିବା ମତାନ୍ତର ବା ମନାନ୍ତର ଦୂର ହୋଇପାରେ । ଅନେକ କାମ ହାସଲ କରିପାରନ୍ତି ।

https://www.youtube.com/watch?v=5DWqpRqAAPo

ମକର : ଘାତଚନ୍ଦ୍ର ରହିଛି । ଦୂର ଯାତ୍ରା କରିବା ପୂର୍ବରୁ ଚିନ୍ତା କରନ୍ତୁ ।

https://www.youtube.com/watch?v=5xL_MVZFpMo

କୁମ୍ଭ : ଆଜି ଦିନଟି ଭଲରେ କଟିବ । ଅନେକ କାର୍ଯ୍ଯରେ ସଫଳ ପାଇପାରନ୍ତି । ତେବେ ପରିବାରରେ କିଛି ବିବାଦ ଦେଖାଦେଇପାରେ ।

https://www.youtube.com/watch?v=0SSCO7Pka8Q

ମୀନ : ବିଦ୍ଯାର୍ଥୀ ମାନଙ୍କ ପାଇଁ ଦିନରେ ବହୁତ ଭଲରେ କଟିବ । କୌଣସି ପ୍ରତିଯୋଗୀତାରେ ଭାଗ ନେଇ ସଫଳ ହୋଇପାରନ୍ତି ।

https://www.youtube.com/watch?v=1OiYOrI7w6E

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.