ଟେଲିଭିଜନ ଦେଖିବା ଦ୍ବାରା ପିଲାଙ୍କ ମସ୍ତିଷ୍କର ବିକାଶରେ ବାଧା ଉପୁଜେ

୧-ଆପଣ ଚାଲିଲା ବେଳେ ନିଜ ହାତକୁ ହଲାନ୍ତୁ ନାହିଁ । ଏହା ଦ୍ବାରା ଭଲ ୱାର୍କଆଉଟ୍ ହେବ ।

୨-ସଠିକ୍ ଭାବେ ଏବଂ ନିର୍ଦ୍ଦିଷ୍ଟ ସମୟ ଯାଏ ନଶୋଇଲେ ଶରୀରରେ ହରମୋନ୍ ମାତ୍ରା କମିଯାଏ ।

୩-ହସିବା ଦ୍ବାରା ଶରୀରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ତେବେ ରାଗିବା ଦ୍ବାରା ରକ୍ତ ସଞ୍ଚାଳନର ଗତି ଆହୁରି ବଢ଼ିଯାଏ । ହସିଲେ ୨୨ ପ୍ରତିଶତ ଓ ରାଗିଲେ ୩୫ ପ୍ରତିଶତ ବଢ଼ିଥାଏ ।

୪-ସ୍ମାର୍ଟ ଫୋନରେ ଅଧିକ ସମୟ କଥା ହେଲେ ମସ୍ତିଷ୍କରେ ଟ୍ୟୁମର ହେବାର ଆଶଙ୍କା ରହିଥାଏ ।

STORY

୫-ଟେଲିଭିଜନ ଦେଖିବା ଦ୍ବାରା ପିଲାଙ୍କ ମସ୍ତିଷ୍କର ବିକାଶରେ ବାଧା ଉପୁଜେ । ତେବେ ବହି କିମ୍ବା କାହାଣୀ ପଢ଼ିବା କିମ୍ବା ଶୁଣିବା ଦ୍ବାରା ସେମାନେ କାହାଣୀକୁ କଳ୍ପନା କରୁଥିବାରୁ ଏହା ସେମାନଙ୍କ ମସ୍ତିଷ୍କର ବିକାଶ କରାଇଥାଏ ।

୬-ବାଳରେ ମେହେନ୍ଦି ଲଗାଇଲେ ମସ୍ତିଷ୍କ ଥଣ୍ଡା ରହେ । ସେହିପରି ଦୈନିକ ଦହି ଖାଇଲେ ଟେନସନ୍ ଦୂର ହେବା ସହ ମସ୍ତିଷ୍କର ବିକାଶ ହୁଏ ।

DAHI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.