Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : ଶରୀର ଅସୁସ୍ଥ ରହିବ । ପରିବାରରେ ମନ ମିଳାଇ ଚଳନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

brushaବୃଷ : ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମନକୁ ଆୟତ୍ତରେ ରଖନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।

mithunaମିଥୁନ : ସୁସ୍ୱାଦୁ ଭୋଜନ କରିବେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସନ୍ତାନକୁ ନେଇ ଚିନ୍ତିତ ରହିବେ ।

karkataକର୍କଟ : ଧନ ଲାଭ ହେବ । ବିଦେଶ ଯାତ୍ରାରେ ସଫଳ ହେବେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଆଜି ଦିନଟି ଭଲରେ କଟିବ ।

singhaସିଂହ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଂଭାବ ଦୂର କଲେ ସଫଳତା ପାଇବେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ ।

tulaaତୁଳା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦିନଟି ଭଲରେ କଟିବ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

bichhaବିଛା : ଅହଂ ଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

dhanuଧନୁ : ଆୟ ମଧ୍ୟମ ରହିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଶତ୍ରୁ ବୃଦ୍ଧି ହୋଇପାରନ୍ତି ।

makaraମକର : ପରିବାରରେ ମନ ମିଳାଇ ଚଳନ୍ତୁ । ମାତାଙ୍କ ସହଯୋଗ ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

kumbhaକୁମ୍ଭ : ବିଦେଶ ଯାତ୍ରା ସଫଳ ହେବ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଅହଙ୍କାର ତ୍ୟାଗ କରନ୍ତୁ ।

minaମୀନ : ପାରିବାରିକ ସମସ୍ୟା ଦେଖାଦେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବନ୍ଧୁ ମିଳନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.