ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ପାରିବାରିକ ସମସ୍ୟା ଦେଖାଦେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଭାବଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।
ବୃଷ : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ମନ ଆୟତ୍ତରେ ରଖନ୍ତୁ । କୌଣସି ଧର୍ମକାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।
ମିଥୁନ : ଦାମ୍ପତ୍ୟ ଜୀବନରେ ପୀଡ଼ା ଦେଖାଦେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ଭଲ ।
କର୍କଟ : ସୁସ୍ୱାଦୁ ଭୋଜନ ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଆୟ ଉତ୍ତମ ରହିବ । ବିଦେଶ ଯାତ୍ରା ଯୋଗ ରହିଛି ।
ସିଂହ : ଧନଲାଭ ହେବା ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଚକ୍ଷୁ ପୀଡ଼ା ଦେଖାଦେବ ।
କନ୍ୟା : ପରିବାରରେ ମନ ମିଳାଇ ଚଳନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଧର୍ମକାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ ।
ତୁଳା : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।
ବିଛା : ପିତାଙ୍କ ସହଯୋଗ ପାଇବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।
ଧନୁ : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ଅହଂଭାବ ତ୍ୟାଗ କରନ୍ତୁ । ଆୟ ଉତ୍ତମ ରହିବ । ପରିବାରର ସହଯୋଗ ପାଇବେ ।
ମକର : ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ : ମାନ ସମ୍ମାନ ପ୍ରାପ୍ତି ହେବ । ମାତାଙ୍କ ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ (ନାହିଁ ) ଡିଲିଟ୍ କରିବ ।
ମୀନ : ଧର୍ମକାର୍ଯ୍ୟରେ ଯୋଗ ଦେବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ପରିବାରରେ ମନ ମିଳାଇ ଚଳନ୍ତୁ ।