Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପାରିବାରିକ ସମସ୍ୟା ଦେଖା ଦେଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

brushaବୃଷ : ଶତ୍ରୁ ବୃଦ୍ଧି ସହ ଚିନ୍ତା ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ମାନସିକ ଶାନ୍ତି ମିଳିବ ।

mithunaମିଥୁନ : ଆୟ ମଧ୍ୟମ ରହିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

karkataକର୍କଟ : ପରିବାରର ସହଯୋଗ ମିଳିବ । ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ । ମନରୁ ସନ୍ଦେହଭାବ ତ୍ୟାଗ କରନ୍ତୁ ।

singhaସିଂହ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଧର୍ମକାର୍ଯ୍ୟରେ ଯୋଗଦେବେ । ଦିନଟି ଭଲରେ କଟିବ ।

kanyaକନ୍ୟା : ପରିବାରର ସହଯୋଗ ପାଇବେ । ପିତାଙ୍କ ଶରୀର ଅସୁସ୍ଥ ରହିବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

tulaaତୁଳା : ପରିବାରରେ ଶାନ୍ତି ମିଳିବ । ସୁସ୍ୱାଦୁ ଭୋଜନ କରିବେ । ବାଣୀ ନିୟନ୍ତ୍ରଣରେ ରଖିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

bichhaବିଛା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ ।

dhanuଧନୁ : ମାନସିକ ଅଶାନ୍ତି ପାଇବେ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ସନ୍ତାନକୁ ନେଇ ଚିନ୍ତିତ ରହିବେ ।

makaraମକର : ଧନ ଲାଭ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦୂରଯାତ୍ରା ଯୋଗ ରହିଛି । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ମନରୁ ଅହଂଭାବ ତ୍ୟାଗ କରନ୍ତୁ ।

kumbhaକୁମ୍ଭ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ଯୋଗ ରହିଛି । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

minaମୀନ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ମାନସିକ ଶାନ୍ତି ମଳିବ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.