Below header

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

mesha

ମେଷ : ସୁସ୍ୱାଦୁ ଭୋଜନ କରିବେ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

brushaବୃଷ : ସନ୍ତାନକୁ ନେଇ ଚିନ୍ତା ଦେଖାଦେବ । ଶରୀର ଅସୁସ୍ଥ ରହିପାରେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

mithunaମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଆୟ ଉତ୍ତମ ରହିବ । ଅହଂକାର ତ୍ୟାଗ କରନ୍ତୁ ।

karkataକର୍କଟ : ପରିବାରରେ ମନ ମିଳାଇ ଚଳନ୍ତୁ । ଶତ୍ରୁ ବୃଦ୍ଧି ହେବ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

singhaସିଂହ : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପରିବାରର ସହଯୋଗ ପାଇବେ ।

kanyaକନ୍ୟା : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

tulaaତୁଳା : ଅହଂଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ହଠାତ୍‌ କ୍ରେଧାନ୍ଵିତ ହୁଅନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

bichhaବିଛା : ବିଦ୍ୟାର୍ଥୀ ସଫଳତା ପାଇବେ । ଆୟ ମଧ୍ୟମ ରହିବ । ଧର୍ମ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେଇପାରେ ।

dhanuଧନୁ : ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ଗାଡି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ ।

makaraମକର : ପରିବାରିକ ସମସ୍ୟା ଦୂର ହେବ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

kumbhaକୁମ୍ଭ : ମାନ ସମ୍ମାନ ପ୍ରାପ୍ତି ହେବ । ପାରିବାରିକ ସହଯୋଗ ପାଇବେ । ବନ୍ଧୁ ମିଳନ ଯୋଗ ରହିଛି । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।

minaମୀନ : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.