Below header

ମିଳିଲା ପ୍ରତିଶ୍ରୁତି, ବଦଳିଲା ଚିତ୍ର : ଗମନାଗମନର ମାଧ୍ୟମ ପାଲଟିଲା ବେଲି ବ୍ରିଜ୍‌

କେନ୍ଦୁଝର : ବଦଳିଛି ଚିତ୍ର । ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିଛି । କେନ୍ଦୁଝର ଜିଲ୍ଲା କୁକୁରକଟା ନଦୀ ଉପରେ ନିର୍ମିତ ହୋଇଥିବା ବେଲି ବ୍ରିଜ ଏବେ ଲୋକଙ୍କ ଗମନାଗମନର ମାଧ୍ୟମ ପାଲଟିଛି । କେବଳ ଏତିକି ନୁହେଁ, ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଛି ଏହି ବ୍ରିଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.