Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ବ୍ଯବସାୟରେ ଥିବା ବ୍ଯକ୍ତି ଲାଭବାନ ହେବେ। ପରିବାରରେ ଭଲ ବାତାବରଣ ରହିବ। ମନ ଖୁସି ରହିବ।

https://www.youtube.com/watch?v=734arwuuGBU

ବୃଷ :  ଦିନଟି ମଧ୍ୟମ ରହିବ। ପୂର୍ବ ତିକ୍ତତା ସମଧାନ ହେବ। ଚାମମୁକ୍ତ ହେବେ। ପରିବାର ମଧ୍ୟରେ ସ୍ବାସ୍ଥ୍ଯାଗତ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=9GGj1dn0Q8w

ମିଥୁନ : କାର୍ଯ୍ଯଳୟରେ ପ୍ରଶଂସିତ ହେବେ। ଲାଭବାନ ହେବେ। ଦିନଟି ମଧ୍ୟମରୁ ଉତ୍ତମ ରହିବ।

https://www.youtube.com/watch?v=bAwXXMcrzQ0

କର୍କଟ : ଦିନଟି ଅତି ଭଲରେ ବିତିବ।ଭ୍ରମଣ ଯୋଗ ରହିଛି। ମନୋରଞ୍ଜନ କାର୍ଯ୍ଯରେ ନିୟୋଜିତ ରହିପାରନ୍ତି।

https://www.youtube.com/watch?v=qL2isjP-3r0

ସିଂହ : ଦିନଟି ଉତ୍ସାହର ସହ ବିତିବ। କାର୍ଯ୍ଯଳୟରେ ପ୍ରଶଂସିତ ହେବେ। ମନ ଉତ୍ସହିତ ରହିବ।

https://www.youtube.com/watch?v=IISmIr6a48c

କନ୍ୟା : ପୂର୍ବପକ୍ଷା ଦିନଟି ଭଲରେ ବିତିବ। ଉତ୍ତମ ଫଳ ପ୍ରାପ୍ତି ହେବ।

https://www.youtube.com/watch?v=UXLNo6tMua8

ତୁଳା : ଧାର୍ମିକ କାର୍ଯ୍ଯରେ ବ୍ଯସ୍ତ ରହିବେ। ସମ୍ପତ୍ତି ସମ୍ଭନ୍ଧୀୟ ସମସ୍ଯାର ସମାଧାନ ହେବ।

https://www.youtube.com/watch?v=xaW_TB4rp0Y

ବିଛା : ବହୁ କଷ୍ଠ ପରେ ମଧ୍ୟ ସଫଳତାର ସମ୍ଭାବନା କମ ରହିଛି। ମନ ବ୍ଯାକୁଳ ହୋଇପାରେ।

https://www.youtube.com/watch?v=RNnosyNgdHE

ଧନୁ : ଶିକ୍ଷା ଏବଂ ଧର୍ମ କାର୍ଯ୍ଯରେ ନିୟୋଜିତ ଥିବା ବ୍ଯକ୍ତି ଲାଭବାନ ହେବେ।

https://www.youtube.com/watch?v=mWi8rgvIinM

ମକର :  ଦିନଟି ଭଲରେ ବିତିବ। ବିଦ୍ଯାର୍ଥିମାନେ ସବୁକ୍ଷେତ୍ରରେ ସଫଳତା ପାଇବେ। କିଛି କ୍ଷେତ୍ରରେ ପୁରସ୍କାର ପ୍ରାପ୍ତ କରିପାରନ୍ତି।

https://www.youtube.com/watch?v=ZH3XtLeiYU8

କୁମ୍ଭ : ଭ୍ରମଣର ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହ ସାକ୍ଷାତ କରିପାରନ୍ତି। ବାକ ନିୟନ୍ତ୍ରଣ କରନ୍ତୁ ଅଥବା ସମାଲୋଚନାର ଶିକାର ହୋଇପାରନ୍ତି।

https://www.youtube.com/watch?v=_YP3ntnrEnc

ମୀନ : କିଛି ପ୍ରତିଦ୍ବନ୍ଦିତା ମୂଳକ କାର୍ଯ୍ଯ କରିପାରନ୍ତି। ନିରାଶ ବା ହତାଶ ଅନୁଭବ କରିପାରନ୍ତି।

https://www.youtube.com/watch?v=Y1CLpQuxM1k

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.