ଆଜିର ରାଶିଫଳ: ଆଜି ଆପଣଙ୍କ ଘରକୁ ଆସିପାରନ୍ତି ପୁରୁଣା ବନ୍ଧୁ

ମନ ଖୁସି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଅଧିକ ପରିଶ୍ରମୀ ହେବେ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ। ଆୟ ବୃଦ୍ଧି ପାଇବ। ଆତ୍ମବିଶ୍ୱାସ ଭରପୂର ରହିବ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।

ମେଷ: ମନ ଖୁସି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଅଧିକ ପରିଶ୍ରମୀ ହେବେ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ। ଆୟ ବୃଦ୍ଧି ପାଇବ।

ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ମନରେ ନକାରାତ୍ମକ ପ୍ରଭାବ ପଡ଼ିବ। ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ଜଣେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆୟ ବୃଦ୍ଧି ପାଇବ। ମାନସିକ ଶାନ୍ତି ରହିବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ।

କର୍କଟ: ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅଧିକ କଠିନ ପରିଶ୍ରମ କରିବେ। ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ।

ସିଂହ: ମନ ଖୁସି ରହିବ। ବାହନ ସୁଖ ବଢ଼ିବ। ପରିବାର ସହିତ ସମୟ ବିତାଇବେ। ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ସାଙ୍ଗମାନଙ୍କ ସମର୍ଥନ ପାଇବେ।

କନ୍ୟା: ମନରେ ଆତ୍ମବିଶ୍ୱାସ ରହିବ। ଅଫିସ୍‌ରେ ଅଧିକାରୀଙ୍କ ସହଯୋଗ ମିଳିବ। ପ୍ରଗତିର ରାସ୍ତା ଖୋଲିବ। ଆୟ ବୃଦ୍ଧି ପାଇବ। ସଙ୍ଗୀତ ପ୍ରତି ଆକୃଷ୍ଟ ହେବେ।

ତୁଳା: ମନରେ ଅତ୍ୟଧିକ କ୍ରୋଧ ରହିବ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ବଦଳିପାରେ। କଠିନ ପରିଶ୍ରମ କରିବେ। ରୋଜଗାର ବଢ଼ିବ। ଜୀବନସାଥୀଙ୍କ ସମର୍ଥନ ପାଇବେ।

ବିଛା: ମନରେ ଆଶା ଓ ନିରାଶାର ଭାବ ରହିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭାଇ ଓ ଭଉଣୀଙ୍କଠାରୁ ସମର୍ଥନ ପାଇବେ। ସମ୍ପର୍କରେ ମଧୁରତା ରହିବ।

ଧନୁ: ମନ ଶାନ୍ତି ରହିବ। ସନ୍ତାନ ସୁଖ ବଢ଼ିପାରେ। ପାରିବାରିକ ପରିବେଶ ଭଲ ରହିବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ନିଜ ଖାଦ୍ୟପେୟକୁ ନେଇ ସଚେତନ ରୁହନ୍ତୁ।

ମକର: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ସନ୍ତାନ ସୁଖ ପାଇବେ। ମାନସିକ ଶାନ୍ତି ରହିବ।

କୁମ୍ଭ: ଆତ୍ମବିଶ୍ୱାସ ଭରପୂର ରହିବ। ମନ ଖୁସି ରହିବ। ଅଧିକ କଠିନ ପରିଶ୍ରମ କରିବେ। ପରିବାରରୁ ସମର୍ଥନ ପାଇବେ। ଖର୍ଚ୍ଚ ଅଧିକ ରହିବ। ଲାଭ ସ୍ଥିତି ସୃଷ୍ଟି ହୋଇପାରେ।

ମୀନ: ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ସୁଖ ବଢ଼ିବ। ପୁରୁଣା ବନ୍ଧୁ ଘରକୁ ଆସି ପାରନ୍ତି। ମନରେ ଶାନ୍ତି ଓ ଖୁସିର ଭବନା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.