ଖୋର୍ଦ୍ଧା: ନିରାକାରପୁରୁ କଲେଜ ଛକ ନିକଟରେ ବଜ୍ରପାତ, ୭ ଗୁରୁତର

ଖୋର୍ଦ୍ଧା ଦଲକ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଖୋର୍ଦ୍ଧା(କେନ୍ୟୁଜ୍): ବଜ୍ରାଘାତରେ ଆହତ ୯ ଜଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଆହତ ହୋଇଥିବା ବେଳେ ନୟାଗଡ଼ ରଣପୁରୁ ଓ ପୁରୀ ମୋଟୋରିରେ ୨ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ନିରାକାରପୁରୁ କଲେଜ ଛକ ନିକଟରେ ଥିବା ଏକ କୋଚିଂ ସେଣ୍ଟରେ ବଜ୍ରାଘାତରେ ୬ ଜଣ ଆହତ ହୋଇଛନ୍ତି ।

ସେହିଭଳି ଖୋର୍ଦ୍ଧା ଦଲକ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ଆହତ ହୋଇଛନ୍ତି । ରଣପୁରୁରେ ଜଣେ ଓ ମୋଟୋରିରେ ଜଣେ ବଜ୍ରାଘାତରେ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.