ରାଶିଫଳ : ଜାଣନ୍ତୁ ଆଜି କିପରି କଟିବ ପୂରା ଦିନ

କୌଣସି ପ୍ରକାରର ନୂଆ ଜିନିଷ ସହ ଜଡିତ ରହିପାରନ୍ତି । କିଛି କଥା ପାଇଁ ଚିନ୍ତିତ ରହିବେ । ଆଜି ଆପଣ ବହୁତ ଭଲ ଦିନ ରହିପାରେ । ପରିବାର ସହ ଖୁସିର ସମୟ କାଟିବେ ।

ମେଷ : ଆପଣ ଆଜି କେଶରେ ତେଲ ଲଗାନ୍ତୁ, ଦିନଟି ଆହୁରି ଖୁସିରେ କଟିବ । ଆପଣ ଆଜି କୌଣସି କଥା ପାଇଁ ଅଳ୍ପ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ । ମାଇଣ୍ଡ ଆଜି ବହୁତ ଭଲ ରହିବ । କାମ ଆଜି ଭଲରେ ହୋଇଯିବ ।  ଯେକୌଣସି କାମ କରିବେ ସେଥିପାଇଁ ବହୁତ ଲାଭ ହୋଇପାରେ ।

ବୃଷ : କୌଣସି ଦିଗରୁ ଲାଭ ପାଇପାରନ୍ତି । ଆଜି ଆପଣଙ୍କ ପାଇଁ ଭଲ ଦିନ ଅଛି ଏବଂ ବହୁତ ଖୁସି ରହିବେ । ନଚେତ କାହା ସହ ଝଗଡା ହୋଇପାରେ । ଆପଣଙ୍କୁ ଆଜି ମାନସମ୍ମାନ ମିଳିବ । ଆପଣଙ୍କ ପାଇଁ ବହୁତ ଖୁସିର ଦିନ ରହିଛି । ଏହା ସହ ପିଲାଙ୍କ ସହ ଆଜି ଖୁସିର ସମୟ କାଟିବେ ।

ମିଥୁନ : ଯେଉଁ କଥା ପାଇଁ ଚିନ୍ତିତ ଥିଲେ, ତାହା ଦୂର ହେବ । କିଛି କାମକୁ ନେଇ ବ୍ୟାସ୍ତ ହୋଇପାରନ୍ତି ଏବଂ ଆଖପାଖ ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣ ଆଜିି ଘର, ଗାଡି, ଭୂମି ସମ୍ଭନ୍ଧୀୟ କିଛି କାର୍ଯ୍ୟ କରିବେ । ପରିବାରର କୌଣସି କାମରେ ବହୁତ ବ୍ୟାସ୍ତ ରହିପାରନ୍ତି । ଅଫିସ୍‌ରେ ବହୁତ କାମ ରହିପାରେ ।

କର୍କଟ : ଆଜି ଆପଣଙ୍କର ଲୋକ ସମ୍ପର୍କ ଭଲ ରହିବ । କୌଣସି କାମ ଭଲରେ ହୋଇଯିବ । କୌଣସି କାର୍ଯ୍ୟକୁ ଆପଣ ଠିକ୍‌ ଭାବେ କରିବା ପାଇଁ ଅଧିକ ଚେଷ୍ଟା କରନ୍ତୁ ନାହିଁ । କିଛି କାମ ଯେପରି ପରିବାର ଏବଂ ବାହାର କାର୍ଯ୍ୟକୁ କରିବା ପାଇଁ ଚିନ୍ତା କରିବେ । ଆପଣ ଆଜି ବହୁତ ବ୍ୟାସ୍ତ ରହିବେ ଏବଂ ଖାଦ୍ୟ ପାଇଁ କିଛି ଅସୁବିଧା ହୋଇପାରେ ।

ସିଂହ : କିଛି ବିଶେଷ କାମକୁ ଭଲ ଭାବେ କରିବେ । ଏହା ସହ ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ରହିପାରେ ଏବଂ ଅତ୍ୟନ୍ତ ଖୁସି ମଧ୍ୟ ରହିପାରନ୍ତି । କିଛି କାମକୁ ନେଇ ଆପଣ ଆଜି ନିଷ୍ପତି ନେଇପାରନ୍ତି ।  ଛୋଟ ପିଲାଙ୍କ ସହ ଅନେକ ସମୟ କାଟିବେ ।ଆର୍ଥିକ ସ୍ଥିତିକୁ ଠିକ୍‌ କରିବା ପାଇଁ ଚେଷ୍ଟା କରିବେ ।  ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କନ୍ୟା : ଆପଣ ଆଜି କ୍ୟାରିୟର ବିଷୟରେ ଚିନ୍ତା କରିବେ । ଆପଣ ଆଜି ଲବଙ୍ଗ ଖାଇବା ସହ ଦାନ ମଧ୍ୟ କରନ୍ତୁ, ଯାହାଦ୍ୱାରା ଦିନଟି ଭଲରେ କଟିବ । ଏହି ରାଶିର ଲୋକମାନେ ବହୁତ କିଛି ଶୁଣିବେ ଏବଂ କହିବେ ମଧ୍ୟ । ଏହି ରାଶିର ଲୋକମାନେ ଆଜି ଖୁସି ରହିବେ । କୌଣସି କାର୍ଯ୍ୟରେ ରୁଚି ବଢିବ ।

ତୁଳା : ଆପଣଙ୍କ ପାଇଁ ଅଧିକ ଖର୍ଚ୍ଚ ଅଛି । କିଛି କାମ ପାଇଁ ଚିନ୍ତିତ ରହିପାରନ୍ତି । ବହାରକୁ ଯାତ୍ରା କରିବେ, କିଛି ଜିନିଷ କିଣାକିଣି କରିବେ ।  ଆପଣ ଆଜି ଅନ୍ୟ ଲୋକଙ୍କୁ ଅନେକ ସାହାଯ୍ୟ କରିବେ । ଭବିଷ୍ୟତକୁ ନେଇ କିଛି କାର୍ଯ୍ୟ କରିବେ । ବାହାରକୁ ଯିବା ପାଇଁ ଯୋଜନା କରିପାରନ୍ତି ।

ବିଛା : କୌଣସି ବିଶେଷ କାମକୁ ଭଲ ଭାବେ କରିପାରନ୍ତି । ବହୁତ ଖୁସ ରହିପାରନ୍ତି । କୌଣସି ବଡ ଲୋକଙ୍କ ଠାରୁ ଆଶୀର୍ବାଦ ମିଳିବ । କୌଣସି କାମକୁ ନେଇ ଆପଣ ଉପରେ ଅଧିକାରୀଙ୍କ ସହ କଥା ହୋଇପାରନ୍ତି । ଆପଣ ଆଜି କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି । ବାହାରକୁ ଯାତ୍ରା କାରିପାରନ୍ତି ।

ଧନୁ : ପରିବାର ସହ ଖୁସର ସମୟ କାଟିବେ । କୌଣସି କାମ ପାଇଁ ବହୁତ ବ୍ୟାସ୍ତ ରହିପାରନ୍ତି । ଆପଣ ଆଜି ଅନ୍‌ଲାଇନ୍‌ରେ ଅଧିକ ସମୟ ରହିପାରନ୍ତି । ଆଜି ଆପଣ କାମରେ ବହୁତ ବ୍ୟାସ୍ତ ରହିବେ । ଏହାସହ ପୂରା ଦିନ କାମରେ ହିଁ ଅତିବାହିତ ହୋଇଯିବ ।

ମକର : କିଛି କାର୍ଯ୍ୟ ଯାହା ହୋଇପାରୁନଥିଲା ତାକୁ ପୂରା କରିବା ପାଇଁ ଚେଷ୍ଟା କରିବେ । କୌଣସି ପ୍ରକାରର ନୂଆ ଜିନିଷ ସହ ଜଡିତ ରହିପାରନ୍ତି । କିଛି କଥା ପାଇଁ ଚିନ୍ତିତ ରହିବେ । ଆଜି ଆପଣ ବହୁତ ଭଲ ଦିନ ରହିପାରେ । ପରିବାର ସହ ଖୁସିର ସମୟ କାଟିବେ । କୌଣସି ଅଜଣା ଲୋକଙ୍କସହ ଭେଟ ହୋଇପାରେ ।

କୁମ୍ଭ : କୌଣସି ପ୍ରକାରର ସମସ୍ୟା ସାମ୍ନାକୁ ଆସିପାରେ । ସେଥିପାଇଁ ନିଜ ଉପରେ ଭରଷା ରଖିବେ । ଯାହାଦ୍ୱାରା ସବୁ କିଛି ଠିକ୍‌ ହୋଇଯିବ । କରିଥିବା କାମର ଫଳ ଆଜି ମିଳିଯିବ । କିଛି ସମସ୍ୟା ସାମ୍ନାକୁ ଆସିପାରେ । ଏହା ସହ ଆପଣ ଆଜି ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ସବୁ କାମ ଆଜି ଭଲରେ ହୋଇଯିବ । ଖୁସି ରହିବେ, ପରିବାର ସହ ସମୟ କାଟିବେ ।

ମୀନ : କିଛି ଭଲ ଖବର ପାଇପାରନ୍ତି । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଆଖପାଖ ସ୍ଥାନକୁ ଯାତ୍ରା କରିପାରନ୍ତି । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିପାରନ୍ତି । ଏହି ରାଶିର ଲୋକଙ୍କ ପାଇଁ ଲୋକ ସମ୍ପର୍କ ବହୁତ ଭଲ ରହିବ । ନିଜର ସବୁ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ନଚେତ କାହା ସହ ଝଗଡା ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.