ଆଜିର ରାଶିଫଳ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, ଚାକିରିରେ ପଦୋନ୍ନତି ପାଇବେ

ମାନସିକ ଶାନ୍ତି ରହିବ। ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ହେବ। ଚାକିରିରେ ପଦୋନ୍ନତି ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଖର୍ଚ୍ଚ ବଢ଼ିପାରେ।

ମେଷ: ମାନସିକ ଶାନ୍ତି ରହିବ। ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ହେବ। ଚାକିରିରେ ପଦୋନ୍ନତି ପାଇବେ। ସାଙ୍ଗମାନଙ୍କୁ ଭେଟିବେ।

ବୃଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଖର୍ଚ୍ଚ ବଢ଼ି ପାରେ।

ମିଥୁନ: ଶିକ୍ଷାଗତ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାର୍ତ୍ତାଳାପରେ ସଂଯତ ରୁହନ୍ତୁ। ଆୟ କମ୍‌ ଏବଂ ଖର୍ଚ୍ଚ ଅଧିକ ହେବ।

କର୍କଟ: ପାରିବାରିକ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆତ୍ମବିଶ୍ୱାସ ଭରପୂର ରହିବ। ବସ୍ତ୍ର ଉପହାର ମିଳି ପାରେ।

ସିଂହ: ପାରିବାରିକ ଜୀବନ ସୁଖମୟ ହେବ। ଶୈକ୍ଷିକ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ସ୍ୱଭାବ ଚିଡ଼ଚିଡ଼ା ରହିବ। ଚାକିରିରେ କାର୍ଯ୍ୟଭାର ବଢ଼ିବ।

କନ୍ୟା: ପରିବାରର ସମର୍ଥନ ପାଇବେ। ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି। ସାଙ୍ଗମାନଙ୍କ ସମର୍ଥନ ମିଳିବ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।

ତୁଳା: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବାପାଙ୍କ ଠାରୁ ଟଙ୍କା ମିଳିପାରେ। ବାହାନ ସୁଖରେ ଅଭାବ ଆସିବ। ଖର୍ଚ୍ଚ ବୃଦ୍ଧି ପାଇବ।

ବିଛା: ମନ ଖୁସି ହେବ। ଘରକୁ ସାଙ୍ଗ ଆସି ପାରନ୍ତି। ପୋଷାକ ଉପରେ ଖର୍ଚ୍ଚ ବଢ଼ିବ। ଅଧିକ ଅଳସୁଆ ହେବେ। କର୍ମକ୍ଷେତ୍ରରେ ସମସ୍ୟା ଆସିବ।

ଧନୁ: ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ବନ୍ଧୁଙ୍କ ସାହାଯ୍ୟରେ ଆୟର ଉତ୍ସ ବଢ଼ି ପାରେ। ଉଚ୍ଚଶିକ୍ଷା ପାଇଁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି।

ମକର: ଅନାବଶ୍ୟକ କ୍ରୋଧ ଓ ବିତର୍କରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ି ପାରେ।

କୁମ୍ଭ: ମନ ଖୁସି ରହିବ। ଦୌଡ଼ାଦୌଡ଼ି ଅଧିକ ହେବ। ବ୍ୟବସାୟରେ ବନ୍ଧୁଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି।

ମୀନ: ଶିକ୍ଷାଗତ କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ସୁଖ ବଢ଼ିବ। ବସ୍ତ୍ର ପ୍ରତି ରୁଚି ବଢ଼ିବ। କଠିନ ପରିଶ୍ରମ ଅଧିକ ହେବ। ବିଦେଶ ଯାତ୍ରା କରି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.