କ’ଣ କହୁଛି ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

ଆଜି ଏହି ରାଶିର ଲୋକଙ୍କର ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ଆର୍ଥିକ ପକ୍ଷ ମଜଭୁତ ହେବ। ପରିଶ୍ରମ ସଫଳ ହେବ। ଗୃହ ଉପଯୋଗୀ ବସ୍ତୁ କିଣାକିଣି କରିବେ। ସରକାରୀ ସ୍ତରରୁ ସାହାଯ୍ୟ ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମେଷ: ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ଆର୍ଥିକ ପକ୍ଷ ମଜଭୁତ ହେବ। ପରିଶ୍ରମ ସଫଳ ହେବ।

ବୃଷ: ଗୃହ ଉପଯୋଗୀ ବସ୍ତୁ କିଣାକିଣି କରିବେ। ସରକାରୀ ସ୍ତରରୁ ସାହାଯ୍ୟ ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମିଥୁନ: ସାମାଜିକ ପ୍ରତିଷ୍ଠା ବମିବ। ସରକାରୀ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

କର୍କଟ: ଆର୍ଥିକ ପକ୍ଷ ମଜଭୁତ ହେବ। ଅଯଥା ଚିନ୍ତା କରନ୍ତୁ ନାହିଁ। ରାଜନୈତିକ ମାମଲାରେ ସଫଳତା ମିଳିବ।

ସିଂହ: ସନ୍ତାନ ପକ୍ଷର ସହଯୋଗ ରହିବ। ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରୁ ଲାଭ ହେବ।

କନ୍ୟା: ସମ୍ପର୍କରେ ନିବିଡ଼ତା ଆସିବ। ମହିଳା ଅଧିକାରୀଙ୍କଠାରୁ ସହଯୋଗ ମିଳିପାରେ। ଯାତ୍ରା ସ୍ଥିତି ସୁଖଦ ରହିବ।

ତୁଳା: ଆର୍ଥିକ ମାମଲାରେ ସୁଧାର ହେବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

ବିଛା: ଅଯଥା ଚିନ୍ତା ମୁଣ୍ଡକୁ ନେବେ। କୌଣସି ବ୍ୟକ୍ତିଙ୍କ ଯୋଗୁ ଅସୁବିଧାରେ ପଡ଼ିପାରନ୍ତି। ବୁଝି ବିଚାରି କାମ କରିବେ।

ଧନୁ: ଜୀବନସାଥୀଙ୍କ ସହଯୋଗ ରହିବ। ବ୍ୟବସାୟିକ ଯୋଜନା ସାକାର ହେବ। ଆର୍ଥିକ ପକ୍ଷ ଦୃଢ଼ ହେବ।

ମକର: ବିରୋଧୀମାନଙ୍କ ଯୋଗୁ ମନ ଅଶାନ୍ତ ରହିବ। ସନ୍ତାନର ଦାୟିତ୍ୱ ପୂରଣ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ: ବୁଦ୍ଧି, କୌଶଳରୁ କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ମୀନ: ଗୃହ ଉପଯୋଗୀ ବସ୍ତୁ ବଢ଼ିବ। ବ୍ୟବସାୟିକ ଯୋଜନା ସଫଳ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.