ଆଜି କେମିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ କ’ଣ ଅଛି ରାଶିରେ…

ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିବ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତେଲଛଣାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଆଜି ଘରେ ଅବିବାହିତଙ୍କ ବିବାହ କଥା ଆଲୋଚନା ହେବ। ସମାଜରେ ସମ୍ମାନ ପାଇବେ।

ମେଷ: ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିବ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତେଲଛଣାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଆଜିର ଦିନଟି ଭଲ।

ବୃଷ: ଆଜି ଘରେ ଅବିବାହିତଙ୍କ ବିବାହ କଥା ଆଲୋଚନା ହେବ। ସମାଜରେ ସମ୍ମାନ ପାଇବେ। ମହିଳା ପ୍ରସାଧନ ସାମଗ୍ରୀ କିଣିବେ।

ମିଥୁନ: ଚାକିରିରେ ପଦୋନ୍ନତି ହେବାର ଯୋଗ ରହିଛି। ଆଜି କୌଣସି ସମ୍ପର୍କୀୟଙ୍କ ଜନ୍ମଦିନ ପାର୍ଟିକୁ ଯିବେ। ବ୍ୟବସାୟରେ ଲାଭ ମିଳିବ।

କର୍କଟ: ଆଜିର ଦିନଟି ଭଲ। ଅଚିହ୍ନା ଲୋକଙ୍କୁ ଧାର ଦିଅନ୍ତୁ ନାହିଁ। ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ।

ସିଂହ: ବ୍ୟବସାୟିକ ସମସ୍ୟାର ଶୀଘ୍ର ସମାଧାନ ହେବ। ଅଫିସରେ ଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କ ଦିନ ଭଲରେ କଟିବ।

କନ୍ୟା: ସାଥୀଙ୍କ ସହିତ ଭୁଲ୍‌ ବୁଝାମଣା ଦୂର ହେବ। ସକାରାତ୍ମକ କାର୍ଯ୍ୟ କରନ୍ତୁ। ସଙ୍ଗୀତ ସହ ଜଡ଼ିତ ଲୋକେ ବଡ଼ ସଂସ୍ଥାରେ ପ୍ରଦର୍ଶନ କରିବେ।

ତୁଳା: ବୁଝି ବୁଚାରି କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ। ଛାତ୍ରମାନେ ଆଜି ଅଧ୍ୟୟନରେ କଠିନ ପରିଶ୍ରମ କରିବେ। ପୂରା ଦିନ ପ୍ରସନ୍ନ ରହିବେ।

ବିଛା: ଆଜିର ଦିନଟି ଖାସ୍‌ ରହିବ। ଆପଣଙ୍କ ପ୍ରଦର୍ଶନ ବସ୍‌ଙ୍କୁ ପ୍ରଭାବିତ କରିବ। ଜୀବନସାଥୀଙ୍କ ଠାରୁ କିଛି ସୁନ୍ଦର ଉପହାର ମିଳିବ।

ଧନୁ: ଶାନ୍ତ ମନରେ କାମ କଲେ ବଡ଼ ଫାଇଦା ମିଳିବ। ବିବାହିତ ଲୋକଙ୍କ ପାଇଁ ଦିନଟି ବହୁତ ଭଲ। ଜୀବନସାଥୀଙ୍କ ଠାରୁ ସରପ୍ରାଇଜ୍‌ ମିଳିବ।

ମକର: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାଙ୍ଗ ମାନଙ୍କ ସହିତ କଥା ହେବେ। ଆଜି ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

କୁମ୍ଭ: ନିଜ ଇଚ୍ଛା ପୂରଣ କରିବାରେ ସଫଳ ହେବେ। ପାରିବାରିକ ସମସ୍ୟାର ଶୀଘ୍ର ସମାଧାନ ହେବ। କର୍ମ କ୍ଷେତ୍ରରେ ବରିଷ୍ଠ ସହଯୋଗ କରିବେ।

ମୀନ: ଆଜି ପୂରା ଦିନ ଆପଣ ଖୁସି ରହିବେ। ନୂଆ ବିଚାର ଆପଣଙ୍କୁ ଆର୍ଥିକ ଦିଗରେ ମଜଭୁତ କରିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.