ଆଜିର ରାଶିଫଳ : ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଖୁସିରେ କଟିବ

ବାହାରକୁ ଯିବା ପାଇଁ ଚିନ୍ତା କରୁଥିଲେ, ଆପଣଙ୍କ ପାଇଁ ଭଲ ରହିବ । ନିଜ ପାଇଁ ସମୟ ବାହର କରିବା ପାଇଁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହ ଖୁସି ରହିବେ । କାମ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ, ଯାହାଦ୍ୱାରା ଆପଣ ଖୁସି ରହିବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ ।

ମେଷ : ସାଙ୍ଗଙ୍କ ସହ ଭେଟ ହୋଇପାରେ । ଜୀବନସରଥୀଙ୍କ ସହ ଖୁସିର ସମୟ କାଟିବେ । ମନ ଅସାନ୍ତ ରହିପାରେ । ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅତ୍ୟଧିକ ଧ୍ୟାନ ଦେବାକୁ ପଡିବ । ଏହି ରାଶି ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ବଡ ଲୋକମାନଙ୍କ ସହିତ ଯୋଡି ହୋଇ ରହିବାକୁ ଚେଷ୍ଟା କରିବା ଉଚିତ୍, କାରଣ ଆପଣ ଏହି ଲୋକଙ୍କଠାରୁ ବହୁତ କିଛି ଶିଖିବେ ।

ବୃଷ : କାହା ସହ ଝଗଡା ହୋଇପାରେ । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ନିଜ କଥା ଉପରେ ଧ୍ୟାନ ରଖିବେ, ନଚେତ କାହା ସହ ଝଗଡା ହୋଇପାରେ । ପରିବାର ଓ ସାଙ୍ଗଙ୍କ ସହ ଖୁସିର ସମୟ କାଟିବେ । ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡିବ, ନଚେତ କେହି ଆପଣଙ୍କୁ ହଇରାଣ କରିପାରନ୍ତି । ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ, ନଚେତ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମିଥୁନ : ଆପଣଙ୍କ ସ୍ୱାସ୍ଥ୍ୟ ଯେଉଁ ଜିନିଷ ଖରାପ ତାକୁ ଖାଇବାରୁ ବଞ୍ଚିବାକୁ ପଡିବ । ଆଜି ଆପଣ କିଛି ଭଲ କଥା ଶିକ୍ଷିବେ । ବାହାରକୁ ଯାତ୍ରା କରିପାରନ୍ତି । ବ୍ୟବସାୟ କରୁଥିଲେ ସାମଧାନ ରହିବାକୁ ପଡିବ । ଦାମ୍ପତ୍ୟ ଜୀବନରେ ଝଗଡା ହୋଇପାରେ ।  ଆଜି ଆପଣଙ୍କର ମାନସିକ ଚିନ୍ତା ରହିବ । କିନ୍ତୁ କିଛି ସମୟରେ ଏହି ଚିନ୍ତା ଦୂର ହେବ ।

କର୍କଟ : ଆଜି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ । ଅର୍ଥ ପାଇଁ ଚିନ୍ତିତ ରହିପାରନ୍ତି । ପରିବାର ସହିତ ସମୟ କାଟିବା ଦ୍ୱାରା ଆଗକୁ ଭଲ ଫଳ ମିଳିବ । ବ୍ୟବସାୟ କରୁଥିବା ଲୋକଙ୍କୁ ଭାବିବିଚାରି କାମ କରିବା ଉଚିତ । କାହା ସହ ଝଗଡା ପାଇଁ ଆପଣ ଦୁଃଖରେ ରହିପରିନ୍ତି । ଆପଣ ଆଜି ଘରେ କିଛି କାମ ପାଇଁ ଅର୍ଥ ବିନିଯୋଗ କରିବେ । ଯାହା ଆଗକୁ ଯାଇ ଶୁଭ ଫଳ ଦେବ ।

ସିଂହ : ସନ୍ଧ୍ୟାରେ ଅନେକ କାର୍ଯ୍ୟ କରିବେ । ସାଙ୍ଗଙ୍କ ସହ ଭଲ ସମୟ କାଟିବେ । ବ୍ୟବସାୟ କରୁଥିବା ଲୋକେ ଆଜି ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ ।  ଜୀବନସାଥୀଙ୍କ ସହ ଖୁସିର ସମୟ କାଟିବେ । କିନ୍ତୁ ତାଙ୍କ ସହ ଅଳ୍ପ ଝଗଡା ମଧ୍ୟ ହୋଇପାରେ । ବାପାଙ୍କ ସହ ଖୁସିର ସମୟ କାଟିବେ । ଆପଣଙ୍କୁ ଆଜି ନିଜ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପଡିବ ।

କନ୍ୟା : ଆଜି ଆପଣ ଖୁସି ରହିବେ । ବାହାରକୁ ଯିବା ପାଇଁ ଚିନ୍ତା କରୁଥିଲେ, ଆପଣଙ୍କ ପାଇଁ ଭଲ ରହିବ । ନିଜ ପାଇଁ ସମୟ ବାହର କରିବା ପାଇଁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହ ଖୁସି ରହିବେ । କାମ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ, ଯାହାଦ୍ୱାରା ଆପଣ ଖୁସି ରହିବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ ।

ତୁଳା : ଲଭ୍‌ମେଣ୍ଟଙ୍କ ସହ ଝଗଡା ହୋଇପାରେ । ସମସ୍ତଙ୍କ ସହିତ ସମ୍ପର୍କ ଭଲ କରିବା ପାଇଁ ଚେଷ୍ଟା କରିବେ । ଲଭ୍‌ମେଣ୍ଟଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ ରହିବ ।  ଅଫିସ୍‌ କାମ ପାଇଁ ଅଳ୍ପ ଚିନ୍ତିତ ରହିପାରନ୍ତି ।ମହିଳାମାନେ ଆଜି ନିଜ ଉପରେ ଅଧିକ ଧ୍ୟାନ ଦେବା ଉଚିତ ।  ଯାହା ଆଗକୁ ଯାଇ ଆପଣଙ୍କୁ ଲାଭବାନ କରାଇପାରେ । ଅଟକି ଥିବା କାମ ଘର ଲୋକଙ୍କ ସହିତ ମିଶି ପୂରା କରିପାରନ୍ତି ।

ବିଛା : ଘର କାମରେ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇପାରେ । ମା ଓ ବାପାଙ୍କ ସହ ଖୁସିର ସମୟ କାଟିବେ । ଆର୍ଥିକ ଲାଭ ହୋଇପାରେ । କାମକୁ ମନ ଦେଇ କରିବା ଉଚିତ । ମା’ଙ୍କ ଭଲ ପାଇବା ମିଳିବ । ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇପାରେ । ଆଜି ଆପଣ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ, ଯାହା ଦ୍ୱାରା ଆଗକୁ ଯାଇ ଲାଭ ମିଳିବ ।

ଧନୁ : ଏହି ରାଶିର ଲୋକମାନେ ଆଜି କଠିନ ପରିସ୍ଥିତିର ସାମ୍ନା କରିପାରନ୍ତି ।  ଆପଣ ଯଦି କୌଣସି ପ୍ରକାରର ଚିନ୍ତାରେ ଥିଲେ, ତାହା ଦୂର ହୋଇପାରେ । ଲଭ୍‌ମେଣ୍ଟ ସହ ମଧ୍ୟ ବହାରକୁ ଯାଇପାରନ୍ତି ।  କିଛି କଥା ପାଇଁ ଚିନ୍ତିତ ରହିବେ । ଆଜି କାହାକୁ କିଛି ବୁଝେଇବା ପାଇଁ ଚେଷ୍ଟା କରିପାରନ୍ତି, ଯେଉଁଥି ପାଇଁ ବିରକ୍ତ ହୋଇପାରନ୍ତି ।

ମକର : ଆପଣ ଆଜି ଏପରି କିଛି କାମ କରିବେ, ଆଗକୁ ଯାଇ ତାହାର ଶୁଭ ଫଳ ମିଳିବ ।ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଧର୍ଯ୍ୟ ରଖିବାକୁ ପଡିବ । ନିଜ ମନ ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ।ଆର୍ଥିକ ଲାଭ ହୋଇପାରେ । ଆପଣ ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ ।

କୁମ୍ଭ : ପିଲାମାନେ ଆଜି କିଛି କାମ ପାଇଁ ଅନ୍ୟ ଲୋକଙ୍କ ସହ ଡିଲ୍‌ କରିବେ । ଯାହାଦ୍ୱାରା ଆଗକୁ ଯାଇ ଖୁସି ମିଳିବ । ଭଲ କାମ କରିବା ଯୋଗୁ ଆର୍ଥିକ ଲାଭ ମିଳିବ । ବେପାର କରୁଥିଲେ ଭାବିବିଚାରି କରିବା ଉଚିତ । କୌଣସି କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ । କିଛି ଚିନ୍ତା କରିବା ଯୋଗୁ ଖୁସି ହୋଇପାରିବେ ନାହିଁ । ବେପାରିମାନଙ୍କ ପାଇଁ ଦିନଟି ଶୁଭ ରହିପାରେ ।

ମୀନ : ଘରର ବଡ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଲଭ୍‌ମେଣ୍ଟଙ୍କ ସହ ଭଲ ସମୟ କାଟିବେ । ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବା ଜରୁରୀ । ଖର୍ଚ୍ଚ କରିବା ପୂର୍ବରୁ ଭାବିବିଚାରି ଖର୍ଚ୍ଚ କରନ୍ତୁ । ଅନ୍ୟ କାହାକୁ କାମ ବିଷୟରେ ବୁଝାଇ ପାରନ୍ତି । ଆଜି ସାଙ୍ଗ କିମ୍ବା ଅନ୍ୟ କେହି ଲୋକ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି । ଘରର ସମସ୍ତ ସଦସ୍ୟଙ୍କ ସହଯୋଗରେ ପାରିବାରିକ ପରିବେଶ ଭଲ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.