ଆଜିର ରାଶିଫଳ: ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ବ୍ୟବସାୟରେ କଠିନତା ଆସିପାରେ। ଆୟ ବୃଦ୍ଧି ହେବ। ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ।

ମେଷ: ବ୍ୟବସାୟରେ କଠିନତା ଆସିପାରେ। ଆୟ ବୃଦ୍ଧି ହେବ। ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ବୃଷ: ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ।

ମିଥୁନ: ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ବାହନ ସୁଖ ବୃଦ୍ଧି ହେବ।

କର୍କଟ: ଧୌର୍ଯ୍ୟଶୀଳତା ବଜାୟ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ଖର୍ଚ୍ଚ ଅଧିକ ହେବ। ମନରେ ଆଶା ଓ ନିରାଶାର ଭାବ ରହିପାରେ।

ସିଂହ: ଆତ୍ମସଂଯତ ରୁହନ୍ତୁ। ବାଦ ବିବାଦଠୁ ଦୂରେଇ ରୁହନ୍ତୁ। ବାଣୀରେ ମଧୁରତା ରହିବ। ପରିବାରରେ ସୁଖ, ଶାନ୍ତି ରହିବ। ସୁଖ ସମାଚାର ମିଳି ପାରେ।

କନ୍ୟା: ଦାମ୍ପତ୍ୟ ସୁଖ ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ। କୌଣସି ସାଙ୍ଗଙ୍କ ଠାରୁ ସହଯୋଗ ମିଳି ପାରେ। ଆତ୍ମସଂଯତ ରୁହନ୍ତୁ।

ତୁଳା: କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। କୌଣସି ମିତ୍ରଙ୍କ ସହଯୋଗ ମିଳି ପାରେ। ଧନ ପ୍ରାପ୍ତି ହୋଇପାରେ। ଖାଦ୍ୟପେୟ ପ୍ରତି ରୁଚି ବଢ଼ିବ।

ବିଛା: ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସ ବହୁତ ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନଙ୍କ ତରଫରୁ ସୁଖ ସମାଚାର ମିଳି ପାରେ।

ଧନୁ: କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରର ସାଥ୍‌ ମିଳିବ। ଶୈକ୍ଷିକ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଚାକିରି ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ମକର: ମନ ଶାନ୍ତ ରହିବ। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ମିତ୍ରଙ୍କ ସହଯୋଗ ମିଳିବ। ଖର୍ଚ୍ଚ ଅଧିକ ରହିବ।

କୁମ୍ଭ: ପରିବାରରେ ଧାର୍ମିକ କାର୍ଯ୍ୟ ହୋଇ ପାରେ। ଖର୍ଚ୍ଚ ଅଧିକ ରହିବ। ମନ ପ୍ରସନ୍ନ ରହିବ। ମାନସିକ ଶାନ୍ତି ରହିବ। ବସ୍ତ୍ର ପ୍ରତି ରୁଚି ବଢ଼ି ପାରେ।

ମୀନ: ମିଠା ଖାଦ୍ୟପେୟ ପ୍ରତି ରୁଚି ବଢ଼ି ପାରେ। ରୋଜଗାରର ଅବସର ମିଳି ପାରେ। ସଂଯତ ରୁହନ୍ତୁ। ପରିବାରର ସହଯୋଗ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.