ଭାଗ୍ୟକୁ ନେଇ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଆଜିର ରାଶିଫଳ 

ସବୁ ବେଳେ ଭାଗ୍ୟକୁ ନେଇ ଚିନ୍ତିତ ରହୁଛନ୍ତି କି ? ଜାଣନ୍ତୁ କିପରି କଟିବ ଦିନଟି ଓ କେଉଁ ରାଶି ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ ।  ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ ।

ମେଷ: ପରିବାରର ସାହାଯ୍ୟ ମିଳିବ । ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ପିଲାମାନଙ୍କର କୌଣସି କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ନିଜର ବ୍ୟବହାର ଠିକ୍‌ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ, ନଚେତ ସମସ୍ୟା ହୋଇପାରେ । ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମରେ ଆଗକୁ ବଢିବେ ।
ବୃଷ: କିଛି ସମୟ ଆନନ୍ଦ ରହିବେ । ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢିବା କାରଣରୁ ବହୁତ ଖୁସି ରହିବେ ।  ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ, ଯାହାଦ୍ୱାରା ଖୁସି ରହିବେ । ମା’ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ, ସେଥିପାଇଁ ସାବଧାନ ରହିବାକୁ ପଡିବ । ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ।
ମିଥୁନ: ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । ନୂଆ ସାଙ୍ଗ ଗଢିବେ । ପରିବାରରେ ସୁଖ ସୁବିଧା ମିଳିବ । ଆପଣଙ୍କ ଦିନଟି ଲାଭଦାୟକ ରହିବ । କୌଣସି କାର୍ଯ୍ୟକୁ ନିର୍ଭୟ ଭାବେ ପୂରା କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ରାଜନୀତିରେ କିଛି ବଡ ପଦବୀ ମିଳିପାରେ ।
କର୍କଟ: ଶୁଭ ଖବର ମିଳିବ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ । ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ ।
ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଖର୍ଚ୍ଚ କମ୍‌ କରିବାକୁ ପଡିବ, ନଚେତ୍‌ ସମସ୍ୟା ହୋଇପାରେ । ଦାନଧର୍ମରେ ଅଧିକ ରୁଚି ରହିବ ।
ସିଂହ: ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । । ଘର ସଜାଇବାରେ ଧ୍ୟାନ ଦେବେ । ନହେଲେ ଝଗଡା ହେବାର ସମ୍ଭାବନା ରହିଛି । ।  ପ୍ରତିଯୋଗିତାରେ ଭଲ ଫଳ ମିଳିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ । ଆପଣ ଆଜି ସତ୍ୟ ପଥରେ ଚାଲିବେ ।
କନ୍ୟା: ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ବିଚାର କରି କୌଣସି ନିଷ୍ପତ୍ତି ନେବେ, ନଚେତ୍‌ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବେପାରିଙ୍କ ପାଇଁ ଦିନଟି ଭଲ ।
ତୁଳା: କୌଣସି କାର୍ଯ୍ୟରେ ସଫଳତା ମିଳିବ । ସାହସିକତା ସହ କାମ କରିବେ । କାମ ଭଲ ଭାବେ କରିବେ ଏବଂ ସାଙ୍ଗସାଥିଙ୍କ ସମର୍ଥନ ମିଳିବ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍‌ କରିବେ । ପୂର୍ଣ୍ଣ ରହିବ, ଯାହାଦ୍ୱାରା ଆପଣ ଆଗକୁ ବଢିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ ।
ବିଛା: ବଡ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । ପାଠପଢାକୁ ନେଇ କିଛି ପଦକ୍ଷେପ ନେବେ । ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି ପରିବାରରେ କଳହ ଦୂର ହେବ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । ଦିନଟି ଭଲରେ କଟିବ । ଆଜିର ଦିନଟି ଆପଣଙ୍କ ଆବଶ୍ୟକତା ।
ଧନୁ: ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ । ଆଜି ଆପଣ ଯେକୌଣସି କାମ କରିବେ ତାହା ଭଲ ହେବ । ଆଜି ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ ।
ମକର: ବିଚାର କରି କାମ କରିବେ ନଚେତ ସମସ୍ୟା ହୋଇପାରେ । ମା ’ଙ୍କ ସହ ଠିକ୍‌ ଭାବେ କଥାବାର୍ତ୍ତା କରିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଠିକ୍‌ ହେବ । ଦିନଟି ଠିକ୍‌ ଠାକ ରହିବ । ବାପାଙ୍କ ସହ ଝଗଡା ହୋଇପାରେ । ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ ।
କୁମ୍ଭ: ଭାବିଚନ୍ତି କାମ କରିବା ଆପଣଙ୍କ ପାଇଁ ଠିକ୍‌ ହେବ । କିଛି କାମ ଯୋଗୁ ଉଚ୍ଚ ଅଧିକାରୀଙ୍କ ମନ ଜିତିବେ । ସାଙ୍ଗ ସହ କିଛି ସମୟ କାଟିବେ । କୌଣସି ଶୁଭ କାମରେ ଯୋଗ ଦେବେ । ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ ।  ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ ।
ମୀନ: କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । ଭାବିଚିନ୍ତି ଆଜି କୌଣସି କାର୍ଯ୍ୟରେ ଆଗକୁ ବଢିବେ ।
ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଘରକୁ ଅତିଥି ଆସିପାରନ୍ତି । ଆଜି ଦେବାନେବା ମାମଲାରେ ସାବଧାନ ରୁହନ୍ତୁ ।
Leave A Reply

Your email address will not be published.