Below header

ମେଷଠୁ ମୀନ ରାଶିଙ୍କ ଆଜିର ଭାଗ୍ୟଫଳ ଜାଣନ୍ତୁ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କ୍ୟାରିୟରରେ ଉନ୍ନତି କରିବେ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ଧନ ବୃଦ୍ଧି ହେବ।

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କ୍ୟାରିୟରରେ ଉନ୍ନତି କରିବେ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ଧନ ବୃଦ୍ଧି ହେବ।
ବୃଷ: ଆର୍ଥିକ ସ୍ଥିତି ଦୃଢ଼ ହେବ। ଅଫିସ୍‌ରେ କିଛି ନୂଆ କରିବାକୁ ମଉକା ମିଳିବ। ପରିଶ୍ରମର ଫଳ ମିଠା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ଲଭ୍‌ମେଟ କେଉଁଆଡ଼େ ବୁଲିଯିବାକୁ ପ୍ଲାନ୍‌ କରିବେ। ମା’, ବାପାଙ୍କ ସହଯୋଗ ମିଳିବ। ଘରର ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

କର୍କଟ: ଅଟକିଥିବା କାମ ପୂରା ହେବ। ନିଜର ଦକ୍ଷତାକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ଜୀବନ ସୁଖଦ ହେବ।

ସିଂହ: କାର୍ଯ୍ୟସ୍ଥଳରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଲଭ୍‌ମେଟସ୍‌ଙ୍କ ସମ୍ପର୍କ ସୁଦୃଢ଼ ହେବ।

କନ୍ୟା: ପରିବାର ଲୋକଙ୍କ ସହିତ ଦର୍ଶନ ପାଇଁ ମନ୍ଦିର ଯିବେ। ଆପଣଙ୍କୁ ଆଜି ଧନଲାଭ ହେବ। ପସନ୍ଦର କମ୍ପାନୀରେ ଚାକିରି ମିଳିପାରେ।

ତୁଳା: ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ। ଆପଣଙ୍କ କାମ ପୂରା ହେବାରେ ଅଧିକ ସମୟ ଲାଗିବ। ଲେଣଦେଣଠାରୁ ଦୂରେଇ ରୁହନ୍ତୁ।

ବିଛା: ପରିବାର ଏବଂ କାମ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ। ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଚାକିରି ପାଇଁ ବଡ଼ ଅଫର୍‌ ମିଳିବ।

ଧନୁ: କ୍ୟାରିୟର କ୍ଷେତ୍ରରେ ବଡ଼ ସଫଳତା ପାଇବେ। କାର୍ଯ୍ୟକ୍ଷେତ୍ରରେ ଧନଲାଭ ହେବ। ପରିବାରେ ଖୁସିର ମାହୋଲ ରହିବ।

ମକର: ଆଜିର ଦିନ ହର୍ଷ ଉଲ୍ଲାସରେ ଭରି ରହିବ। ନିଜ ଲୋକଙ୍କଠାରୁ ବହୁତ ଭଲ ପାଇବା ମିଳିବ। ନିଜକୁ ଫିଟ୍‌ ଅନୁଭବ କରିବେ।

କୁମ୍ଭ: ଘରର ବାତାବରଣ ସୁଖମୟ ରହିବ। ହଠାତ୍‌ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ମୀନ: ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। କୌଣସି ରଚନାତ୍ମକ କାର୍ଯ୍ୟରେ ମନ ଲଗାଇବେ। ଲଭ୍‌ମେଟ୍ସ ଡିନର ପାଇଁ ପ୍ଲାନ୍‌ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.