ପିରିୟଡ୍ସ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଔଷଧ ବଦଳରେ କରନ୍ତୁ ଏହି କାମ, ଯନ୍ତ୍ରଣାରୁ ମିଳିବ ତୁରନ୍ତ ଆରାମ

ମହିଳାଙ୍କ ଜୀବନରେ ପିରିୟଡ୍ସ ଏକ ବହୁତ ବଡ ସମସ୍ୟା ହୋଇ ଆସିଥାଏ। କାହିଁକିନା ଏଥିରେ ଅସନ୍ତୁଳନ ମହିଳାଙ୍କୁ ପିଡା ଯନ୍ତ୍ରଣା ଦେଇଥାଏ। ମହିଳାଙ୍କୁ ପିରିୟଡସ୍‌ ସମୟରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ କେବେ କେବେ ଯନ୍ତ୍ରଣା ଏତେ ଅଧିକ ହୋଇଥାଏ ଯେ ଯାହାକୁ ସହିବା ବହୁତ କଷ୍ଟକର ହୋଇପଡେ। ଆଉ ଆମ ସ୍ୱାସ୍ଥ୍ୟକୁ ବହୁତ ଖରାପ କରିଦିଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣଙ୍କୁ ପିରିୟଡସ୍‌ ଯନ୍ତ୍ରଣା ଠାରୁ ଆରାମ ମିଳିବ। ଆପଣଙ୍କୁ ଆଉ େଔଷଧ ଖାଇବାର ଆବଶ୍ୟକତା ପଡିବନାହି। ଆସନ୍ତୁ ଜାଣିବା କଣ ସେହି ଟିପ୍ସ।

ପିରିୟଡ୍ସରେ ବ୍ଲଟିଙ୍ଗ ହେବା ସ୍ୱାଭାବିକ କଥା। ଏମିତିରେ ଯଦି ଆପଣ ପିରିୟଡ୍ସର କିଛି ସମୟ ପୂର୍ବରୁ ଲୁଣ ଖାଇଦେଉଛନ୍ତି ତାହେଲେ ଆପଣଙ୍କ କିଡନୀକୁ ଅତ୍ୟଧିକ ପାଣି ନିର୍ଗତ କରିବାରେ ସାହାଯ୍ୟ ମିଳିବ ଏବଂ ଆପଣଙ୍କୁ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିବ।

periods painମାସିକଧର୍ମରେ ହେଉଥିବା ଯନ୍ତ୍ରଣା ଠାରୁ ଆରାମ ପାଇବାକୁ ହେଲେ ଆପଣ ନିଜ ଡାଏଟ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ସମୟରେ ଛଣା ଜିନିଷ ଠାରୁ ଦୂରତା ରକ୍ଷା କରନ୍ତୁ। ଡାଏଟରେ ଫଳ ସହିତ ପରିବା ମଧ୍ୟ ସାମିଲ କରନ୍ତୁ।

ପିରିୟଡ୍ସ ଯନ୍ତ୍ରଣା ସମୟରେ ବହୁତ ଆରାମ ଦେଇଥାଏ ତେଜପତ୍ର। ଏହାକୁ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଯନ୍ତ୍ରଣାକୁ ଉପଷମ କରିଥାଏ।

ଯଦି ଏହି ସମୟରେ ଅସହ୍ୟ ଯନ୍ତ୍ରଣା ହେଉଛି ତାହେଲେ ହଟ୍‌ ବ୍ୟାଗର ବ୍ୟବହାର କରିପାରିବେ। ଏହାକୁ ନେଇ ପେଟ ଉପରେ ରଖନ୍ତୁ ଯେଉଁଠି ଆପଣଙ୍କୁ ଯନ୍ତ୍ରଣା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.