Below header

ସୋୟାବିନର ମାତ୍ର ୨ଟି ବଡିକୁ ବ୍ୟବହାର କରି ତ୍ୱଚାକୁ ଦିଅନ୍ତୁ ଆକର୍ଷଣୀୟ ଚମକ, ଏହିଭଳି ଘରେ ତିଆରି କରନ୍ତୁ ସ୍କ୍ରବ

କୁହାଯାଏ, ସୋୟାବିନ ବଡି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସୋୟା ଚଙ୍କସ ମଧ୍ୟ କୁହାଯାଏ। ସ୍ୱାସ୍ଥ୍ୟ ସହିତ ଏହା ତ୍ୱଚାକୁ ମଧ୍ୟ ବେଶ ଫାଇଦା ପ୍ରଦାନ କରିଥାଏ। ଆଜି ଆମେ ଆପଣଙ୍କୁ ସୋୟାବିନ ବଡିରେ ଫେସ ସ୍କ୍ରବ ବନାଇବାର ପ୍ରଣାଳୀ ବିଷୟରେ କହିବୁ।

ଆବଶ୍ୟକ ସାମଗ୍ରୀ

ଦୁଇଟି ସୋୟାବିନ ବଡି

ନଡ଼ିଆ ତେଲ ଅଧ ଚମଚ

ଫେସ ସ୍କ୍ରବ ବନାଇବାର ବିଧି

ଏହାକୁ ବନାଇବା ପାଇଁ ପ୍ରଥମେ ସୋୟାବିନ ବଡିକୁ ପେସି ପାଉଡର ବନାଇ ନିଅନ୍ତୁ। ଏବେ ଏଥିରେ ନଡ଼ିଆ ତେଲ ପକାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ ଏବଂ ଏହି ମିଶ୍ରଣକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଚେହେରାରେ ଲଗାଇ ଭଲ ଭାବେ ସ୍କ୍ରବ କରନ୍ତୁ। ଏହାପରେ ଫେସ ୱାସରେ ଚେହେରାକୁ ସଫା କରି ନିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ଭଲ ଭାବେ ପରିଷ୍କାର ହୋଇଯିବ। ଶେଷରେ ତୁଳାକୁ ଗୋଲାପ ଜଳରେ ବୁଡାଇ ଏହାକୁ ଟୋନର ରୂପେ ଚେହେରାରେ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.