ସ୍କିନ୍ ପାଇଁ ବେଶ ଉପକାରି ଚାଉଳ ସ୍କ୍ରବ୍, ଜାଣନ୍ତୁ କିପରି କରିବେ ତିଆରି
ପ୍ରତିଦିନ ସ୍କ୍ରବ କରିବା ଦ୍ୱାରା ସ୍କିନ୍ ଭଲ ରହିଥାଏ । ତେବେ ଲୋକମାନେ ଅନେକ ଜିନିଷ ବାହାରୁ କିଣି ସ୍କ୍ରବ୍ କରିବା ପାଇଁ ବ୍ୟବହାର କରନ୍ତି । କିନ୍ତୁ ଅନେକ ଲୋକ ଅଛିନ୍ତି, ଯେଉଁମାନେ ଘରୋଇ ଉପାୟରେ ସ୍କ୍ରବ ତିଆରି କରି ବ୍ୟବହାର କରନ୍ତି । ସ୍କ୍ରବ୍ କରିବା ପାଇଁ ଆପଣ ଚାଉଳ ମଧ୍ୟ…