ମେଷ :ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହୋଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ବୃଷ : ମାନସିକ ଅଶାନ୍ତି ଭୋଗ କରିବେ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
ମିଥୁନ : ବିଦେଶ ଯାତ୍ରା ଯୋଗ ରହିଛି । ଗୃହରେ ଶାନ୍ତି ଦେଖାଦେବ । ବନ୍ଧୁମିଳନ ଯୋଗ ରହିଛି ।
କର୍କଟ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଂକାର ତ୍ୟାଗ କରନ୍ତୁ ।
ସିଂହ : ମନକୁ ଆୟତ୍ତରେ ରଖନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
କନ୍ୟା : ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିବ । ଗୁରୁଜନଙ୍କ ସହଯୋଗ ମିିଳିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ ।
ତୁଳା : ବନ୍ଧୁ ମିଳନ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।
ବିଛା : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।
ଧନୁ : ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ପିତାଙ୍କ ଶରୀର ଅସୁସ୍ଥ ରହିପାରେ ।
ମକର : ମାନସିକ ଅଶାନ୍ତି ଭୋଗ କରିବେ । ପିତାଙ୍କ ସହଯୋଗ ପାଇବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
କୁମ୍ଭ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କୌଣସି ଧର୍ମକାର୍ଯ୍ୟରେ ଯୋଗଦେଇ ପାରନ୍ତି । କୋର୍ଟ କଚେରୀ ମାମଲାଠାରୁ ଦୂରେଇ ରହନ୍ତୁ ।
ମୀନ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପରିଶ୍ରମ ଅନୁସାରେ ଫଳ କମ୍ ପାଇବେ । ଖର୍ଚ୍ଚ ବୃଦ୍ଧି ହେବ ।