Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ :ସୁସ୍ୱାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ ।

brushaବୃଷ : କୋର୍ଟ କଚେରୀ ମାମଲା ଦେଖାଦେବ । କୌଣସି ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ ।

mithunaମିଥୁନ : ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗାଡ଼ି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ବିଦେଶ ଯାତ୍ରା ସଫଳ ହେବ ।

karkataକର୍କଟ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

singhaସିଂହ : ଅହଙ୍କାର ତ୍ୟାଗ କରନ୍ତୁ । ମାନସମ୍ମାନ ପ୍ରାପ୍ତି ହେବ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଆଜି ଦିନଟି ଭଲରେ କଟିବ ।

kanyaକନ୍ୟା : କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ମିଳିବ । ବନ୍ଧୁମିଳନ ଯୋଗ ରହିଛି ।

tulaaତୁଳା : ଆୟ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଦୂର ହେବ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

bichhaବିଛା : ଭାବିଚିନ୍ତି କାଯ୍ୟର୍ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବେ । ଯାନବାହାନ ଚଳାଚଳ ପ୍ରତି ସାବଧାନ ।

dhanuଧନୁ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ ।

makaraମକର : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସ୍ଥିର ମନରେ କାଯ୍ୟର୍ କରନ୍ତୁ । ଧନ ଲାଭ ହେବା ସହ ବିଦେଶ ଯାତ୍ରା କରିପାରନ୍ତି ।

kumbhaକୁମ୍ଭ :ଗୁରୁଜନଙ୍କ ସହଯୋଗ ମିଳିବ । ଦୂରଯାତ୍ରା କରିବା ସହ ସୁସ୍ୱାଦୁ ଭୋଜନ ଲାଭ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

minaମୀନ : କର୍ମକ୍ଷେତ୍ରରେ ଧ୍ୟାନ ଦେବା ସହ ମନ ମିଳାଇ ଚଳନ୍ତୁ । ଗୁରୁଜନଙ୍କୁ ଆଦର କରନ୍ତୁ । ବିଦ୍ୟାର୍ଥୀ ସଫଳତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.