Below header

ଝିଅଙ୍କୁ ଏମିତି କରିବେ ପ୍ରପୋଜ୍ ତ କେବେ ଶୁଣିବେନି ନା, ସହଜରେ ହୋଇଯିବେ ସେ ଆପଣଙ୍କ ସାଥୀ

ଯଦି ଆପଣ ଜଣେ ଝିଅକୁ ପସନ୍ଦ କରୁଛନ୍ତି, ତେବେ ସବୁଠୁ ଜରୁରୀ କଥା ହେଉଛି ଆପଣ ଆପଣଙ୍କ ହ୍ରୁଦୟର କଥା ପ୍ରକାଶ କରନ୍ତୁ। ଯେତେ ପର‌୍ୟ୍ୟନ୍ତ ଆପଣ ଆପଣଙ୍କ ମନର କଥା ତାଙ୍କ ପାଖକୁ ନପହଁଞ୍ଚାନ୍ତି ତେବେ ଆପଣଙ୍କ ଇଚ୍ଛା ଆପଣଙ୍କ ମନରେ ହିଁ ରହିଯିବ। କୌଣସି ଝିଅକୁ ହ୍ରୁଦୟର ସହ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରପୋଜ କରନ୍ତୁ, କିନ୍ତୁ ଏହି ସମୟରେ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ, ଯାହା ଦ୍ବାରା ଆପଣ ଆପଣଙ୍କ ମନର କଥା କହିଦେବେ ଏବଂ ସାଥି ମଧ୍ୟ ରାଜି ହୋଇଯିବେ।

ଝିଅ ବିଷୟରେ ଭଲଭାବେ ଜାଣନ୍ତୁ

propose

ଯେତେବେଳେ କେବେବି କୌଣସି ଝିଅକୁ ପ୍ରପୋଜ କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ସେହି ଝିଅ ବିଷୟରେ ଭଲଭାବେ ଜାଣନ୍ତୁ। ସେ କେମିତି, ତାଙ୍କ ନେଚର କେମିତି। କେତେକ ଝିଅ ଏମିତି ଅଛନ୍ତି ଯେଉଁ ମାନଙ୍କୁ ତଳେ ଆଣ୍ଠୁ ମାଡି ପ୍ରପୋଜ କରୁଥିବା ପୁଅ ପସନ୍ଦ ଆସନ୍ତି। ଅନ୍ୟ କେତେକ ଝିଅଙ୍କୁ ସାଧାରଣ ଭାବରେ ପ୍ରପୋଜ କରିବା ପୁଅ ପସନ୍ଦ ଆସିଥାନ୍ତି। ଏଥିପାଇଁ ପ୍ରଥମେ ତାଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣି ନିଅନ୍ତୁ ଏବଂ ପରେ ପ୍ରପୋଜ କରନ୍ତୁ।

ସ୍ପେଶାଲ ଯୋଜନା କରନ୍ତୁ

CAndleit-Dinner

ଯଦି କୌଣସି ଝିଅ ସହିତ ବହୁତ ଦିନ ହେବ କଥା ହେଉଛନ୍ତି ଏବଂ ତାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଏକ ଏକ ଡିନରରେ ନେଇଯାଆନ୍ତୁ ଏବଂ ସେଠାରେ ତାଙ୍କର ମନପସନ୍ଦର ଖାଦ୍ୟ ଅର୍ଡର କରନ୍ତୁ ଏବଂ ମ୍ୟୁଜିକ ସହିତ ନିଜର ମନର କଥା ତାଙ୍କ ପାଖରେ ପ୍ରକାଶ କରନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ସାଥି ଆପଣଙ୍କୁ ମନା କରିପାରିବେନାହିଁ।

ରୋମାଣ୍ଟିକ୍ ମାହୋଲ ତିଆରି କରନ୍ତୁ

propose1

ସାଥୀଙ୍କୁ କୌଣସି ବେଳାଭୂମିକୁ ନେଇଯାଆନ୍ତୁ ଏବଂ ଯେଉଁ ସମୟରେ ସୂର‌୍ୟ୍ୟ ଅସ୍ତ ହେଉଥିବେ ସେହି ସମୟରେ ତାଙ୍କୁ ପ୍ରପୋଜ କରନ୍ତୁ ଏବଂ କୌଣସି ୟୁନିକ ଗିଫ୍ଟ ଦେଇ ନିଜର ମନର କଥା କୁହନ୍ତୁ , ସାଥି ଖୁସି ହୋଇ ହଁ କହିଦେବେ।

ପ୍ରିୟ ସ୍ଥାନକୁ ନେଇଯାଆନ୍ତୁ

କୌଣସି ଝିଅକୁ ପ୍ରପୋଜ୍ କରିବା ପୁର୍ବରୁ ସରପ୍ରାଇଜ୍ ଦେଇ ତାଙ୍କୁ ତାଙ୍କର ମନପସନ୍ଦର ସ୍ତାନକୁ ନେଇଯାଆନ୍ତୁ। ସେଠାରେ ଏକ ଭଲ ପରିବେଶ ତିଆରି କରି ନିଜର ମନର କଥା କହିଦିଅନ୍ତୁ।

ଏହା ମଧ୍ୟ ପଢ଼ନ୍ତୁ : କେବଳ ସଂପର୍କ ନୁହଁ ଶରୀର ପାଇଁ ବହୁତ ଭଲ ସାଥିଙ୍କ ଆଲିଙ୍ଗନ

ସୂଚନା ରଖନ୍ତୁ

propose2

ଯେତେବେଳେ କୌଣସି ଝିଅକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ବିଷୟରେ ସବୁକିଛତ ଜାଣନ୍ତୁ। ଏହା ପରେ ହିଁ କିଛି ପଦକ୍ଷେପ ନିଅନ୍ତୁ। ନହେଲେ ଏମିତି ମଧ୍ୟ ହୋଇପାରେ ଯେ ଆପଣ ତାଙ୍କୁ ପ୍ରପୋଜ କରିବେ ଏବଂ ସେ ପୋଲିସକୁ ଡାକି ଆପଣଙ୍କୁ ଦୋଶ ଦେଇପାରନ୍ତି ଏବଂ ଘରେ ଏହି ବିଷୟରେ କହି ଆପଣଙ୍କ ପାଇଁ ସମସ୍ୟା ସ୍ରୁଷ୍ଟି କରିପାରନ୍ତି। ଏଥିପାଇଁ ପ୍ରଥମେ ସାଥିଙ୍କର ବ୍ୟବହାର ବିଷୟରେ ଭଲଭାବେ ଜାଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.