Below header

ଶାରୀରିକ ଦୁର୍ବଳତାକୁ ଦୁର କରିବା ପାଇଁ ଚାହୁଁଛନ୍ତି କି ? ତେବେ ଖାଲି ପେଟରେ ଖାଆନ୍ତୁ କିସମିସ୍ !

ଆୟୁର୍ବେଦ ଅନୁସାରେ ସବୁଦିନ ସକାଳୁ କିସମିସ ଖାଇବା ଦ୍ବାରା କ୍ୟାନ୍ସର ଏବଂ କିଡନୀ ସମ୍ବନ୍ଧୀୟ ରୋଗର କମ୍ ହୋଇଥାଏ। ଶରୀରର ଦୁର୍ବଳତାକୁ କମ୍ କରି ଶକ୍ତିର ସ୍ତରକୁ ବଢ଼ାଇବାରେ ମଧ୍ୟ ବହୁତ ଫାଇଦାପୁର୍ଣ୍ଣ ହୋଇଥାଏ। କିସମିସକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଜ୍ବର :

fever
ଏଥିରେ ଥିବା ଆଣ୍ଟି ବାୟୋଟିକ ତତ୍ତ୍ବ ଦ୍ବାରା ଜ୍ବର ଶୀଘ୍ର କମି ଯାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଏବଂ ଶକ୍ତିର ସ୍ତର ବଢ଼ିଥାଏ।

ଅାହୁରି ପଢ଼ନ୍ତୁ : ସବୁବେଳେ ମୁଣ୍ଡ ବିନ୍ଧୁଛି କି ? ପେନକିଲର୍ ନୁହେଁ ଆପଣାନ୍ତୁ ଏହି ଘରୋଇ ଉପାୟ

କବ୍ଜ:

kabj

ଗୋଟେ ମୁଠା କିସମିସକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହି ପାଣିକୁ ପିଇବା ଏବଂ କିସମିସକୁ ଚୋବାଇ ଖାଇବା ଦ୍ବାରା କବ୍ଜ ଦୂର ହୋଇଥାଏ।

ରକ୍ତ ହୀନତା:

rakta

କିସମିସରେ ଆଇରନ ଅଧିକ ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ରକ୍ତ ହୀନତାର ସମସ୍ୟା ଦୂର ହୋଇଥାଏ।

କିଡନୀ :

kidney

କିସମିସକୁ ଖାଇବା ଦ୍ବାରା ଏହା ଶରୀରର ଟକ୍ସିନକୁ ବାହାର କରିଥାଏ ଏବଂ କିଡନୀକୁ ସୁସ୍ଥ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.