ଘରର ଏହି ଦିଗରେ ରଖନ୍ତୁ ରଜନୀଗନ୍ଧା ଗଛ, ଧନ ସହ ଘରେ ଘଟିବ ଅନେକ ଚମତ୍କାର ଘଟଣା 

ସୁଗନ୍ଧିତ ଘର ତ ସକରାତ୍ମକ ଶକ୍ତି ଦେଇଥାଏ, ଏହା ସହ ପରିବାର ସଦସ୍ୟଙ୍କ ପାଇଁ ବହୁତ ଶୁଭ ହୋଇଥାଏ | ବାସ୍ତୁ ରେ ଏମିତି କିଛି ସୁଗନ୍ଧିତ ଗଛ ବିଷୟରେ କୁହାଯାଇଛି | ଯାହାକୁ ଘରର ଠିକ ଦିଗରେ ରଖିଲେ କ୍ୟାରିଅରରେ ଉନ୍ନତି, ସୁଖ ସମୃଦ୍ଧି ଓ ସଫଳତାର କାରଣ ହୋଇଥାଏ |

tuberose
photo credit: amazon.in

ରଜନୀଗନ୍ଧା ଗଛକୁ ବହୁତ ପ୍ରଭାବୀ ବୋଲି ମନାଯାଏ | କୁହାଯାଏ ଏହାକୁ ଘରେ ଲଗାଇଲେ ଆୟର ନୂଆ ବାଟ ଖୋଲିଯାଏ |

ରଜନୀଗନ୍ଧା ଫୁଲକୁ ଦେବତାଙ୍କୁ ଅର୍ପଣ କରାଯାଏ | ବସ୍ତୁ ଶାସ୍ତ୍ରରେ ଏହି ଗଛକୁ ବହୁତ ଶୁଭ ବୋଲି ମାନାଯାଏ | ଘରର ଠିକ ଦିଗରେ           ଲଗାଇଲେ ଅନେକ ଲାଭ ମିଳିଥାଏ |

ରଜନୀଗନ୍ଧା ଗଛ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇଲେ ଘରର ଉନ୍ନତି ହୋଇଥାଏ | ଧନ-ସମ୍ପଦ ବୃଦ୍ଧି ହୋଇଥାଏ |

ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଜନୀଗନ୍ଧା ଗଛ ଲଗାଇଲେ ପରିବାର ସଦସ୍ୟଙ୍କ ବହୁତ ଉନ୍ନତି ହୋଇଥାଏ |

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଅଗଣାରେ ରଜନୀଗନ୍ଧା ଗଛ ଲଗାଇଲେ ପାଟି-ପତ୍ନୀଙ୍କ ସମ୍ପର୍କ ମଜବୁତ ହୁଏ | ଉଭୟଙ୍କ ମଧ୍ୟରେ ପ୍ରେମ     ବଢିଥାଏ |

କୁହାଯାଏ ରଜନୀଗନ୍ଧା ଗଛ ଘରର ବହୁ ବାସ୍ତୁ ଦୋଷ ଦୂର କରିବା ସହ ସକରାତ୍ମକ ଶକ୍ତି ଦେଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.