Below header

କେବେ ଖାଇଛନ୍ତି ସ୍ବିଟ କର୍ନ ଖିରି, କେବେ ବି ଭୁଲିପାରିବେନି ଏହାର ସ୍ବାଦ

ଆପଣ ଚାଉଳ, ସୁଜି, ସିମେଇ, ପନିର କ୍ଷୀର ନିଶ୍ଚିତ ଖାଇଥିବେ। ଏହାଛଡା ଆପଣ ଅନେକ ଥର ସ୍ବିଟ କର୍ନ ଖାଇଥିବେ। କିନ୍ତୁ କେବେ ସ୍ବିଟ୍ କର୍ନରେ ପ୍ରସ୍ତୁତ ଖିରି ଖାଇଛନ୍ତି କି ? ତେବେ ଚାଲନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ସ୍ବିଟ କର୍ନ ଖିରି। ଯାହା ଖାଇବାକୁ ବେଶ ସ୍ବାଦିଷ୍ଟ।

ଆବଶ୍ଯକ ସାମଗ୍ରୀ: ୫୦୦ ମିଲି ଗ୍ରାମ କ୍ରିମ୍ କ୍ଷୀର, ୨ କପ ସ୍ବିଟ କର୍ନ, ୧/୨ କାଜୁ ଏବଂ ବାଦାମ, ୧/୨ ଚିନି, ୧/୨ ଗୁଜୁରାତି ପାଉଡର।

ପ୍ରସ୍ତୁତି ପ୍ରଣାଳୀ : ମିଡିୟମ ଆଞ୍ଚରେ ଏକ ପ୍ଯାନରେ କ୍ଷୀରକୁ ଭଲଭାବେ ଫୁଟାଇ ଦିଅନ୍ତୁ। କ୍ଷୀର ଫୁଟିଲା ପରେ ସେଥିରେ ସ୍ବିଟ କର୍ନ ଏବଂ ଏବଂ କାଜୁ ବାଦାମ ପକାଇ ଭଲ ଭାବେ ସିଝିବା ପାଇଁ ମିଶାନ୍ତୁ। କର୍ନ ସିଝିଯିବା ପରେ ସେଥିରେ ଚିନିକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଖିରି ଗାଢ ହୋଇଗଲେ ସେଥିରେ ଗୁଜୁରାତି ପାଉଡର ମିଶାଇ ଗ୍ଯାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ବିଟ କର୍ନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.