ଷ୍ଟ୍ରେସ ଲେବୁଲ କମ କରେ ଡାର୍କ ଚକୋଲେଟ, ଜାଣନ୍ତୁ ଚକୋଲେଟ ଖାଇବାର ଫାଇଦା

ଚକୋଲେଟ ଏକ ଏଭଳି ଜିନିଷ ଯାହାକି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଡାର୍କ ଚକୋଲେଟ ଆପଣଙ୍କର କ୍ରେଭିଙ୍ଗ କମ କରିଥାଏ । ଯଦି ଆପାଣଙ୍କୁ ଡୋନଟ, ମିଠା, ମିଲ୍କ ଚକୋଲେଟ, ମିଲ୍କ କେକ କିମ୍ବା ଏପରି କୋୖଣସି ବି ମିଠା ଖାଇବାକୁ ଇଛା ହେଉଛି ତାହେଲେ ଆପଣ ଏହି ଚକୋଲେଟ ଖାଇ ନିଜ ଲାଳସା ମେଣ୍ଟାଇପାରିବେ । ଏପରିକଲେ ଆପଣଙ୍କର ଇଛା ପୁରାଣ ହେବା ସହିତ କୌଣସି ଅସୁବିଧା ମଧ୍ୟ ହେବନାହିଁ । କଣ ଆପଣ ଜାଣିଛନ୍ତି କି ଏହି ଚକୋଲେଟ ଖାଇବା ଦ୍ୱାରା ଆମକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ଚକୋଲେଟ ଖାଇବା ଦ୍ୱାରା ଆମକୁ କଣ ମିଳିଥାଏ ଲାଭ ।

Image result for dark chocolate

ଆପଣଙ୍କୁ ବାରମ୍ବାର ଭୋକ ଲାଗିବାର ସମସ୍ୟାକୁ ଦୂର କରିବା ପାଇଁ ଡାର୍କ ଚକୋଲେଟ ସହାୟକ ହୋଇଥାଏ । ଯେତେବେଳେ ଆମେ କୌଣସି ପ୍ରକାରର ମିଠା ଖାଦ୍ୟ ଖାଇଥାଉ ସେତେବେଳେ ଆମ ଶରୀର ଇନସୁଲିନ ସହ ଅଭ୍ୟସ୍ତ ହୋଇଯାଇଥାଏ । ଯାହାଦ୍ୱାରା ଶରୀରରେ ghrelin ନାମକ ଏକ ହର୍ମୋନ ସୃଷ୍ଟି କରିଥାଏ । ଏପରିସ୍ଥଳେ ଡାର୍କ ଚକୋଲେଟ ଏହି ପ୍ରୋସେସକୁ ରୋକିଥାଏ ଏବଂ ghrelin ଲେବୁଲ କମ କରିଥାଏ ।

Image result for dark chocolate

ଏହାସହ ପଢନ୍ତୁ ଶୀତ ଦିନେ ଶରୀରର ଭିଟାମିନ-ଡିର ମାତ୍ରାକୁ ଏହି ଖାଦ୍ୟ ମାଧ୍ୟମରେ ପୂରଣ କରନ୍ତୁ

2010 ମସିହାରେ ନେଦରଲ୍ୟାଣ୍ଡରେ କରାଯାଇଥିବା ଏକ ଷ୍ଟଡିରୁ ପ୍ରମାଣିତ ହୋଇଥିଲା ଯେ ଅଧିକାଂଶ ଲୋକ ଷ୍ଟ୍ରେସ ଲେବୁଲରେ ଅଧିକ ଖାଦ୍ୟ ଖାଇଥାନ୍ତି କିନ୍ତୁ ଡାର୍କ ଚକୋଲେଟ ଏହି ଷ୍ଟ୍ରେସର ସମସ୍ୟାରୁ ମୁକ୍ତି ଦେଇଥାଏ । କାରଣ ଏହା ଷ୍ଟ୍ରେସ କମ କରିବାରେ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.