ଘରେ ଷ୍ଟାଟରରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ଫ୍ରିଟର୍ସ, ସମସ୍ତେ ବୁଲିବୁଲି କରିବେ ପ୍ରଶଂସା

ନନଭେଜ୍‌ ପ୍ରିୟ ବ୍ୟକ୍ତିଙ୍କୁ ଚିକେନରେ ପ୍ରସ୍ତୁତ ସବୁ ରେସିପି ଖାଇବାକୁ ବହୁତ ପସନ୍ଦ ଆସିଥାଏ। ଚିକେନରେ ଅନେକ ରେସିପି ବନାଇପାରିବେ ଯାହାକୁ ଆପଣ ଷ୍ଟାଟର ଆକାରରେ ସାମିଲ୍‌ କରିପାରିବେ। ଆଜି ଆମେ ଆପଣଙ୍କ ପାଇଁ ଚିକେନ୍‌ ଫ୍ରିଟର୍ସ ବନାଇବା ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ବହୁତ ଭଲ ସ୍ୱାଦ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଚିକେନ୍‌ – ୨୦୦ ଗ୍ରାମ୍‌
  • ଚିକେନ୍‌ ମସଲା – ୧ ଚାମଚ୍‌
  • ମଇଦା – ୨ ଚାମଚ
  • ଧନିଆ ପତ୍ର – ଦୁଇ ଚାମଚ
  • ଅଦା ପେଷ୍ଟ – ୧/୨ ଚାମଚ
  • ଅଣ୍ଡା – ଗୋଟିଏ
  • ତେଲ – ୧/୨ କପ୍‌
  • ଲାଲ ଲଙ୍କା ପାଉଡର – ୧ ଚାମଚ୍‌
  • ରସୁଣ ପେଷ୍ଟ – ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଆପଣ ଚିକେନକୁ ଭଲ ଭାବେ ସଫା କରି ଧୋଇ ଦିଅନ୍ତୁ।
  2. ଏହାପରେ ଚିକେନ, ଅଣ୍ଡା ଏବଂ ମଇଦାକୁ ଏକାସାଥିରେ ଭଲଭାବେ ମିକ୍ସ କରିଦିଅନ୍ତୁ।
  3. ଏବେ ଏହି ମିଶ୍ରଣରେ ଚିକେନ୍‌ ମସଲା, ଲୁଣ, ଅଦା ପେଷ୍ଟ, ଲାଲ ଲଙ୍କା ପାଉଡର, ରସୁଣ ପେଷ୍ଟ ଏବଂ ଧନିଆ ପତ୍ର ପକାଇ ମିକ୍ସ କରିଦିଅନ୍ତୁ।
  4. ଏବେ ମେରିନେଟେଡ୍‌ ଚିକେନକୁ କିଛି ସମୟ ପାଇଁ ଅଲଗା ରଖିଦିଅନ୍ତୁ।
  5. ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ମେରିନେଟେଡ ଚିକେନକୁ ଗୋଲ ଗୋଲ ଆକାର ଦେଇ ହାତରେ ଚେପଟା କରି ଦୁଇ
  6. ସାଇଡ୍‌ ଭଲଭାବେ ଫ୍ରାଏ କରନ୍ତୁ।
  7. ଏବେ ଏହାକୁ କୌଣସି ପ୍ଲେଟକୁ ବାହାର କରି ଏହା ଉପରେ ଧନିଆ ପତ୍ର ପକାଇ ଗ୍ରୀନ୍‌ ଚଟଣୀ କିମ୍ବା ରାଗ ଚଟଣୀ କିମ୍ବା ଟମାଟୋ ସସ୍‌ ଦ୍ୱାରା ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.