ଆଜି ସନ୍ଧ୍ୟାରେ ଘରେ ବନାନ୍ତୁ କୋଲ୍ଡ କଫି, ଅତି ସହଜ ଆଉ ଜବରଦସ୍ତ ଟେଷ୍ଟ

ଆବଶ୍ୟକୀୟ ସାମଗ୍ରୀ

  • କ୍ଷୀର
  • କଫି ପାଉଡର
  • ଫ୍ରେସ କ୍ରିମ
  • ଚିନି
  • ଚକୋଲେଟ
  • ଆଇସ

ପ୍ରସ୍ତୁତି ପ୍ରଣାଳୀ

– ପ୍ରଥମେ କ୍ଷୀର, କଫି ପାଉଡର, କ୍ରିମ, ଚିନି ଏବଂ ଆଇସକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ,

– ତାପରେ ଏକ ଗ୍ଲାସ ଆଣି ସେଥିରେ ଚକୋଲେଟକୁ ଚାରିପଟେ ଲଗାଇ ଦିଅନ୍ତୁ

– ତାପରେ ସେଥିରେ ମିକସ କରି ରଖିଥିବା ପେଷ୍ଟକୁ ଢାଳି ଦିଅନ୍ତୁ

– ଶେଷରେ ଉପରେ ଅଳ୍ପ କଫି ପାଉଡରକୁ ଗାର୍ନିସିଙ୍ଗ କରିଦିଅନ୍ତୁ

– ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାର୍କେଟ ଭଳି ସ୍ୱାଦିଷ୍ଟ କୋଲଡ଼ କଫି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.