ଆଜି ହିଁ ଘରେ ବନାନ୍ତୁ ଦହି ଛତୁ ତରକାରୀ, ସ୍ୱାଦ ଏକଦମ୍ ଲାଜବାବ୍
ଅଧିକାଂଶ ଲୋକ ମସରୁମ୍ ବାହାରେ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଅତି ସହଜ ଉପାୟରେ ଏହାକୁ ଘରେ ମଧ୍ୟ ତିଆରି କରିପାରିବେ । ଛତୁ ତିଆରି କରିବାର ଅନେକ ପ୍ରକାର ତରିକା ରହିଛି । ଆଜି ଆମେ ଆପଣଙ୍କୁ ଦହି ଛତୁ ରେସିପି ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି…