ମକର ସଂକ୍ରାନ୍ତିରେ ବନାନ୍ତୁ ମୁଢ଼ି ମୁଆଁ, ପାଇବେ ମୁରମୁରା ସ୍ୱାଦ

ଆଉ ଦିନ କେଇଟା ପରେ ମକର ସଂକ୍ରାନ୍ତି। ସବୁ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମକର ସଂକ୍ରାନ୍ତି ଦିନ ପୂଜା ସହିତ ଏହି ପର୍ବର ପାଳନ ମଧ୍ୟ କରାଯାଏ। ଏହି ଦିନରେ ବନ୍ଧୁବାନ୍ଧବ ଘରକୁ ଆସନ୍ତି ନଚେତ୍‌ ବନ୍ଧୁ ବାନ୍ଧବଙ୍କ ଘରକୁ ମିଠା ପିଠା ଯାଇଥାଏ। ଏମିତିରେ ଆପଣ ଘରେ ମୁଡି ମୁଆଁ ବନାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୩ କପ୍‌ ଚାଉଳ
  • ୧ କପ୍‌ ବିରି
  • ଅଧା କପ୍‌ ଦହି
  • ଲୁଣ ସ୍ୱାଦାନୁସାରେ
  • ପିଆଜ, ସିମଲା ଲଙ୍କା, ଗାଜର (ସବୁ କଟା ହୋଇଥିବ)
  • ଆବଶ୍ୟକ ସାମଗ୍ରୀ
  • ମୁଢ଼ି – ୧୦୦ ଗ୍ରାମ
  • ଗୁଡ – ୨୦୦ ଗ୍ରାମ
  • ପାଣି – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପ୍ୟାନରେ ପାଣି ଏବଂ ଗୁଡକୁ ପକାଇ ଧୀମା ଆଞ୍ଚରେ ଭାଜନ୍ତୁ।
  • ଯେତେବେଳେ ଗୁଡ ମେଲ୍ଟ ହୋଇଯିବ ଏବଂ ଏହା ଫୁଟି ଆସିବ ସେତେବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
  • ଅନ୍ୟ ପ୍ୟାନରେ ମୁଢ଼ିକୁ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଏବେ ମୁଢ଼ିକୁ ମେଲ୍ଟ କରି ରଖିଥିବା ଗୁଡରେ ମିଶାଇ ଭଲଭାବେ ମିକ୍ସ କରନ୍ତୁ।
  • ହାତରେ ଅଳ୍ପ ଘିଅ ଲଗାଇ ପ୍ରସ୍ତୁତ ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ମୁଆଁ ବା ଲଡୁ ପ୍ରସ୍ତୁତ କରନ୍ତୁ।
  • ଧ୍ୟାନ ରଖନ୍ତୁ ଯେତେବେଳେ ମିଶ୍ରଣ ହାଲକା ଗରମ ହୋଇଥିବ ସେତେବେଳେ ପ୍ରସ୍ତୁତ କରିବେ।
  • ମୁଆଁକୁ ପ୍ରସ୍ତୁତ କରି କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଯାହାଦ୍ୱାରା ଏହା ସେଟ୍‌ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.