ଗେଣ୍ଡୁ ଫୁଲରେ ଲୁଚି ରହିଛି ଅନେକ ରୋଗର ଉପଚାର, ଆପଣ ବି ଥରେ ବ୍ୟବହାର କରି ଦେଖନ୍ତୁ

ବର୍ତ୍ତମାନ ଚାଲିଛି ଶୀତଋତୁ। ଏହି ଦିନେ ଗେଣ୍ଡୁ ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହା ଆମ ବାଡ଼ି, ବଗିଚା ଏବଂ ଘର ଆଖପାଖରେ ସହଜରେ ମିଳିଯାଇଥାଏ। ମୁଖ୍ୟତଃ ସାଜସଜ୍ଜା ପାଇଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଗେଣ୍ଡୁ ଫୁଲ ଦ୍ୱାରା କିପରି ଆମକୁ ସ୍ୱାସ୍ଥ୍ୟ ଲାଭ ହୋଇଥାଏ।

marigold

୧. ଗେଣ୍ଡୁ ଫୁଲକୁ ନିଜ ଚେହେରାରେ ଲଗାଇଲେ ଗୋରାପଣ ଆସିଥାଏ।

୨. ଏହାକୁ ଆୟୁର୍ବେଦିକ ଉପଚାର କ୍ଷେତ୍ରରେ ଅଧିକ ପ୍ରୟୋଗ କରାଯାଇଥାଏ।

marigold3

୩. ଗେଣ୍ଡୁ ଫୁଲର ରସ ଚେହେରାରେ ଲଗାଇଲେ ସ୍କିନ ସଫା ହୋଇଥାଏ।

୪. ଏହାଦ୍ୱାରା ମୁଁହରୁ ବ୍ରଣ ସମସ୍ୟା ଦୂର ହୋଇଯାଇଥାଏ।

୫. ଯଦି ଆପଣଙ୍କଠାରେ ଅର୍ଶ ସମସ୍ୟା ଅଛି, ତା’ହେଲେ ଗେଣ୍ଡୁ ଫୁଲକୁ ଗୋଲମରିଚ ସହ ବାଟିକି ପିଇଲେ ଆପଣଙ୍କୁ ଅର୍ଶରୁ ମୁକ୍ତି ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.