ବ୍ରେକଅପ୍ ପରେ ବି ପୂର୍ବ ପାର୍ଟନରଙ୍କ ସ୍ୱପ୍ନ ଆସୁଛି କି! ଜାଣନ୍ତୁ ଏହାର ଅର୍ଥ କଣ

ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାଏ। ତେବେ ଆମେ ନିଦରେ ଦେଖୁଥିବା ପ୍ରତିଟି ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ବେଳେବେଳେ କିଛି ଲୋକ ନିଜ ପାର୍ଟନର କିମ୍ବା ଏକ୍ସଙ୍କ ସହ ରୋମାନ୍ସ କରୁଥିବା ସ୍ୱପ୍ନ ଦେଖିଥାନ୍ତି। ଏ ଅବସରରେ ସେ ସାଥୀଙ୍କୁ ଆଲିଙ୍ଗନ କରୁଥିବା କିମ୍ବା କିସ୍ କରୁଥିବା ସ୍ୱପ୍ନରେ ଦେଖିଥାନ୍ତି। ତେବେ ଆସନ୍ତୁ ଜାଣିବା ଏଭଳି ସ୍ୱପ୍ନ ଦେଖିବାର ଅର୍ଥ କଣ…

ଏକ୍ସ ବୟଫ୍ରେଣ୍ଡଙ୍କ ସହ ରୋମାନ୍ସ:

ଯଦି ସ୍ୱପ୍ନରେ ପୂର୍ବତନ ପ୍ରେମୀଙ୍କ ସହ ରୋମାନ୍ସ କରୁଥିବା ସ୍ୱପ୍ନ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଏବେ ବି ତାଙ୍କୁ ଭୁଲି ପାରିନାହାନ୍ତି।

ଡେଟିଂ କରୁଥିବା ସ୍ୱପ୍ନ ଦେଖୁଥିଲେ:

ଯଦି ଆପଣ ସ୍ୱପ୍ନରେ ସାଥିଙ୍କ ସହ ଡେଟିଂ କରୁଥିବା ସ୍ୱପ୍ନ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ପାର୍ଟନରଙ୍କ ଠାରୁ କିଛି ଇଚ୍ଛା କରୁଛନ୍ତି।

ସ୍ୱାମୀ କିମ୍ବା ବୟଫ୍ରେଣ୍ଡଙ୍କ ସହ ରୋମାନ୍ସ:

ସ୍ୱାମୀ କିମ୍ବା ବୟଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବା ସ୍ୱପ୍ନ ଦେଖିବାର ଅର୍ଥ ଆପଣ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ଓ ଆପଣ ତାଙ୍କଠାରୁ ଆହୁରି ଅଧିକ କିଛି ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.