ମୁଁହର ଲାଳ ବଢ଼ାଇଥାଏ ଆଖିର ପାୱାର ! ସକାଳୁ ବାସି ମୁଁହକୁ ଏମିତି କରନ୍ତୁ ଉପଯୋଗ

ଆଜିକାଲି ଛୋଟବଡ଼ ସବୁ କାମ ପାଇଁ ଆପଣ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ ଉପରେ ନିର୍ଭର କରିଥାନ୍ତି। ପରିବାରଠାରୁ ଅଧିକ ସମୟ ଲୋକେ ନିଜ କମ୍ପ୍ୟୁଟର ଏବଂ ମୋବାଇଲ ଫୋନକୁ ଦେଉଛନ୍ତି, କିନ୍ତୁ ଏହାର ଫଳ ମିଳୁଛି ଓଲଟା। ଅତ୍ୟଧିକ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଆଖି ଦୁର୍ବଳ ହେବାରେ ଲାଗିଛି। ଫଳସ୍ୱରୂପ କେବଳ ବୟସ୍କ ନୁହନ୍ତି, ଛୋଟ ଛୋଟ ପିଲା ମଧ୍ୟ ଚଷମା ଲଗାଇ ବୁଲୁଛନ୍ତି।

mouth

ଆଖି ସମସ୍ୟା ବୟସ୍କ ଲୋକଙ୍କଠୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। ତେବେ କିଛି ଲୋକଙ୍କୁ ଚଷମା ପିନ୍ଧିବାକୁ ଭଲ ଲାଗି ନ ଥାଏ, ଯଦ୍ଦ୍ୱାରା କି ସେମାନେ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି। କିଛି ଲୋକ ଚଷମା ନ ପିନ୍ଧିବା ପାଇଁ ପ୍ରାକୃତିକ ଉପାୟ ମଧ୍ୟ ଆପଣାଇଥାନ୍ତି।

eye

ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ, ତେବେ କରିବାକୁ ହେବ ମାତ୍ର ଗୋଟିଏ କାମ। ଆପଣମାନେ କେଉଁଠି ନା କେଉଁଠି ପଢ଼ିଥିବେ ଅବା ଶୁଣିଥିବେ, ମୁଁହର ଲାଳ ଆମ ପାଇଁ କେତେ ଲାଭଦାୟକ। ମୁଁହର ଲାଳ ଔଷଧ ରୂପେ କାମ କରିଥାଏ। ଯଦି ଆପଣ ବି ଚାହୁଁଛନ୍ତି ଚଷମାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ, ତା’ହେଲେ ପ୍ରତିଦିନ ସକାଳେ ବାସି ଥୁକ ଅର୍ଥାତ ବାସି ମୁଁହର ଲାଳକୁ ନିଜ ଆଖିରେ ଲଗାନ୍ତୁ। ଏମିତି କଲେ ଆଖିର ପାୱାର ବଢ଼ିବା ସହିତ ଆଖି ସହିତ ଜଡ଼ିତ ସବୁ ରୋଗ ଭଲ ହୋଇଯିବ।

You might also like